ବିଜିଗୋଳରେ ମା’ ମଙ୍ଗଳାଙ୍କ ନୂଆ କୋଠ ଘର ଉଦଘାଟିତ

You are currently viewing ବିଜିଗୋଳରେ ମା’ ମଙ୍ଗଳାଙ୍କ ନୂଆ କୋଠ ଘର ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବିଜିଗୋଳ ଗ୍ରାମରେ ମା’ମଙ୍ଗଳାଙ୍କ ନୂତନ କୋଠ ଘର ଉଦଘାଟିତ ହୋଇଛି। ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ୯ନଂ ଜୋନ ଜିଲ୍ଲା ପରିଷଦ ରଞ୍ଜନ ସାହୁ, ବିଜିଗୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ରୁକ୍ମିଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ନଡ଼ିଆ ଭାଙ୍ଗି ନୂତନ କୋଠଘରର ଲୋକାର୍ପଣ କରିଥିଲେ।

Share

Leave a Reply