ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କଂଗ୍ରେସର ନୂତନ ଜିଲ୍ଲା ସଭାପତି

You are currently viewing ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ କଂଗ୍ରେସର ନୂତନ ଜିଲ୍ଲା ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କୁ ନାଲକୋ ଏମ୍ପ୍ଲୟୀ ସଂଘ (ନେସ୍) ପକ୍ଷରୁ ଆଜି ଅନୁଗୁଳ କାର୍ଯ୍ୟାଳୟ ଠାରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ ଆଲୋଚନା କରାଯାଇଛି।

ଏହି ଆଲୋଚନାରେ ନେସ୍ ସଭାପତି ନିର୍ମଳ କୁମାର ସାମଲ, ୱାର୍କିଂ ପ୍ରେସିଡେଣ୍ଟ ମାଲ୍ୟ କୁମାର ସ୍ୱାଇଁ, ଜେନେରାଲ ସେକ୍ରେଟାରୀ ରଞ୍ଜିତ କୁମାର ସାହୁଙ୍କ ସମେତ ବହୁ ନେସ୍ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply