ଭିଏତନାମରେ ଓଡ଼ିଶୀ ନୃତ୍ୟର ଚମକ: ସୁଶ୍ରୀ ସ୍ମୃତି ରେଖାଙ୍କୁ ଅନ୍ତର୍ଜାତୀୟ ସଫଳତା

ଅନୁଗୁଳ: ବିଦେଶ ମାଟିରେ ପୁଣି ଚମକିଲା ଓଡ଼ିଶୀ ନୃତ୍ୟ। ଭିଏତନାମର ହନୋଇ ସହରରେ ଆୟୋଜିତ ଅନ୍ତର୍ଜାତୀୟ ନୃତ୍ୟ ପ୍ରତିଯୋଗିତାରେ ନାଲକୋନଗରର ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ସ୍ମୃତି ରେଖା ଚାନ୍ଦ ପ୍ରଥମ ସ୍ଥାନ ଅଧିକାର କରି ଦେଶ ଓ ରାଜ୍ୟ ପାଇଁ ଗୌରବ…

Continue Readingଭିଏତନାମରେ ଓଡ଼ିଶୀ ନୃତ୍ୟର ଚମକ: ସୁଶ୍ରୀ ସ୍ମୃତି ରେଖାଙ୍କୁ ଅନ୍ତର୍ଜାତୀୟ ସଫଳତା

ନାଲକୋ ନଗର ଯାଦବ ସମାଜର ନୂତନ କମିଟି ଗଠନ: ଜିତେନ୍ଦ୍ର ସଭାପତି, ସୁଧୀର ସାଧାରଣ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଜଗନ୍ନାଥ ମନ୍ଦିର ପରିସରସ୍ଥ ମାରୁତି ମଣ୍ଡପଠାରେ ଯାଦଵ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବତନ ସଭାପତି ଭରତ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଂଗଠନର ଆଭିମୁଖ୍ୟ ଓ ଆଗାମୀ ଦିନରେ…

Continue Readingନାଲକୋ ନଗର ଯାଦବ ସମାଜର ନୂତନ କମିଟି ଗଠନ: ଜିତେନ୍ଦ୍ର ସଭାପତି, ସୁଧୀର ସାଧାରଣ ସମ୍ପାଦକ

ରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ କେନ୍ଦୁପାଟଣା ସାହିର ଆନନ୍ଦ ବେହେରା (୩୦)ଙ୍କ ମୃତଦେହ ନାଲକୋ ଆସପଣ୍ଡ ନିକଟ ଅନୁଗୁଳ-ତାଳଚେର ରେଲୱେ ଟ୍ରାକ ନିକଟରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଡ଼ି ମାଲିକ ଅମିତ ସାମଲଙ୍କ ଫୋନ୍…

Continue Readingରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ନାଲକୋର ସମ୍ପ୍ରସାରଣ ଓ କର୍ମଚାରୀ ସମସ୍ୟା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା

ଅନୁଗୁଳ: ନାଲକୋର ସମ୍ପ୍ରସାରଣ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଅନୁଗୁଳ ଓ ଦାମନଯୋଡି ନାଲକୋର ଭାରତୀୟ ମଜଦୁର ସଂଘ(ବିଏମଏସ)…

Continue Readingନାଲକୋର ସମ୍ପ୍ରସାରଣ ଓ କର୍ମଚାରୀ ସମସ୍ୟା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା

ଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ଅନୁଗୁଳ: ନାଲକୋ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ବେନ୍ତପୁର ଗାଁ ମୁଣ୍ଡ ପଡ଼ିଆରେ ପରିବେଶ ମଞ୍ଜୁରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହାକୁ ବିରୋଧ କରିବା ପାଇଁ ଗ୍ରାମବାସୀ…

Continue Readingଆଜି ନାଲକୋ ସମ୍ପ୍ରସାରଣ ପାଇଁ ଜନଶୁଣାଣି: ସ୍ଥାୟୀ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ, ମୁହାଁମୁହିଁ ସ୍ଥିତି ଆଶଙ୍କା

ନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଗଚର ଗାଁରେ ନାଲ୍‌କୋର ବିଷାକ୍ତ ପାଉଁଶ ମିଶ୍ରିତ ପାଣି ଯୋଗୁଁ ଆତଙ୍କ ଦେଖାଦେଇଛି। କମ୍ପାନୀର ବର୍ଜ୍ୟଜଳ ନନ୍ଦିରା ନାଳରେ ମିଶୁଥିବା ବେଳେ, ଅନ୍ୟ ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରି ଗାଁର ପ୍ରାୟ ସମସ୍ତେ ଗମ୍ଭୀର…

Continue Readingନାଲ୍‌କୋ ପାଉଁଶ ପାଣିରେ ବଗଚର ଗ୍ରାମବାସୀ କଲବଲ: ବ୍ୟାପୁଛି ଚର୍ମରୋଗ

ନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ଅନୁଗୁଳ: ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କରି ଅନୁଗୁଳ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହେବାକୁ ଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରିବା ପାଇଁ ତିନି ମୌଜାର ଗ୍ରାମବାସୀ…

Continue Readingନାଲକୋ ସମ୍ପ୍ରସାରଣକୁ ନେଇ ବଢୁଛି ଅସନ୍ତୋଷ: ନୂଆସାହି ଶିବମନ୍ଦିରରେ ଗ୍ରାମବାସୀଙ୍କ ମେଳି

ନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ଅନୁଗୁଳ: ଶିଳ୍ପାୟନ ନାଁରେ ନିରୀହ ପ୍ରଜାଙ୍କ ଉପରେ ଶୋଷଣର କରାଳ ରୂପ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନାଣ୍ଡିଛୋଡ଼ ଗ୍ରାମରେ। ନିଜର ନ୍ୟାଯ୍ୟ କ୍ଷତିପୂରଣ ଦାବି କରିବା ନାଲକୋ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ନଜରରେ ଯେମିତି ଅପରାଧ…

Continue Readingନାଲକୋର ଦାଦାଗିରି: କ୍ଷତିପୂରଣ ମାଗିବାରୁ ପ୍ରଜାଙ୍କୁ ମିଳିଲା ଜେଲ୍‌

ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଅନୁଗୁଳ:ନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ ଜୋରଦାର ବିରୋଧ କରିଛି ନାଲକୋ ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକି କମ୍ପାନୀର ନିର୍ଦ୍ଦେଶକୁ ବିରୋଧ କରାଯାଇଛି।ପ୍ରକାଶ ଥାଉକି ୧୯୮୭ ମସିହା ଠାରୁ ନାଲକୋ ସ୍ମେଲ୍ଟର୍…

Continue Readingନାଲକୋ ଠିକା ସଂସ୍ଥାରେ ଏନବିସିସି କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନକୁ ନାଲକୋ ଠିକାଦାର ମହାସଂଘର ଜୋରଦାର ବିରୋଧ

ଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩-୨୪ର ଫଳାଫଳ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନାଲକୋନଗରର ସରସ୍ୱତୀ ବିଦ୍ୟା ମନ୍ଦିର (ଏସଭିଏମ)ର ପୂର୍ବତନ ଛାତ୍ର ସୋମିତ କୁମାର ସେଠ ଅଣସଂରକ୍ଷିତ ସାଧାରଣ…

Continue Readingଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ