ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ…
ଅନୁଗୁଳ: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ ଉଦ୍ୟୋଗ କମ୍ପାନୀ ନାଲକୋର ନୂତନ ନିର୍ଦ୍ଦେଶକ (ଅର୍ଥ) ଭାବେbବୁଧବାର ଅଭୟ କୁମାର ବେହୁରିଆ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବେହୁରିଆ ଆର୍ଏସ୍ପିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଏବଂ ଆକାଉଣ୍ଟସ୍) ଭାବେ କାର୍ଯ୍ୟରତ…
ଅନୁଗୁଳ: ନାଲକୋ ନୂତନ କୋ-ଅପରେଟିଭ୍ ମାର୍କେଟ କମ୍ପ୍ଲେକ୍ସ ନିକଟରେ କଲୋନୀକୁ ଅଜଣା ଲୋକଙ୍କ ପ୍ରବେଶ ନିଷେଧ ହୋଇଛି। ଏହା ସତ୍ତ୍ୱେ ଶନିବାର ଜଣେ ଯୁବକ କଲୋନୀ ପରିସର ଫାଟକ ନମ୍ୱର ୧ରେ ଜୋର ଜବରଦସ୍ତି ଯିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷା…
ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଦିନ ଦ୍ଵିହିପ୍ରହରରେ ଟଙ୍କା ବ୍ୟାଗ ଲୁଟ ହୋଇ ଥିବା ନାଲକୋ ଥାନରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ କନ୍ୟାବେଡା ଗାଁର ବିଶ୍ଵନାଥ ସାହୁ ଓ ତାଙ୍କ ଝିଅ ନାଲକୋ…
ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ …
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କଇଁଫୁଲିଆ ସାହି ପୋଖରୀରେ ବୁଡ଼ି ଜଣେ ଦଶମ ପରୀକ୍ଷା ଦେଇଥିବା ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ନିକଟସ୍ଥ ଶାବଳଭଙ୍ଗା ପଞ୍ଚାୟତ ସ୍ୱୟଂସୁନ୍ଦରପୁର କରଡ଼ାବଣି ଗାଁର ସିଦ୍ଧାର୍ଥ ସାହୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଘରର ଗାଧୁଆ ଘରେ ଝୁଲି ପଡ଼ିଛନ୍ତି। ମୃତ ଯୁବତୀ ହେଲେ ସ୍ଥାନୀୟ ବୁଦ୍ଧିଆ ସାହୁଙ୍କ ଝିଅ ସ୍ନେହପ୍ରଭା ସାହୁ (୨୦)। ସୂଚନା ମୁତାବକ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି ଆଇ.ଟି.ଆଇ (୧୯୮) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ୨୨ ଦିନରେ ପହଞ୍ଚିଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଯାଏଁ ଆଲୋଚନା ପାଇଁ ଡକାଯାଇ ନଥିବା ଜଣାଯାଇଛି। ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ନାଲକୋରେ…
ଅନୁଗୁଳ: ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି. ଆଇ.ଟି.ଆଇ.(୧୯୮) ପକ୍ଷରୁ ଗତ ୧୯ ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅହୋରାତ୍ର ଧାରଣା ଜାରି ରହିଛି। ଆଜି ଆନ୍ଦୋଳନକାରୀମାନେ ଧାରଣାସ୍ଥଳରେ ସରସ୍ଵତୀ ପୂଜା ପାଳନ କରିବା ସହ ସନ୍ଧ୍ୟାରେ ସଂକୀର୍ତ୍ତନ କରି ଜିଲ୍ଲା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତପନ କୁମାର ଦେହୁରୀଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଣୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି।…