ନାଲକୋ ପଲ୍ଲୀଶ୍ରୀ ମେଳାରେ ଆମ ଜଙ୍ଗଲ ଯୋଜନା ଟିମ୍
ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା…
ଅନୁଗୁଳ: ନାଲକୋନଗରରେ ଚାଲିଥିବା ଜାତୀୟ ପଲ୍ଲୀଶ୍ରୀ ମେଳାରେ ଅନୁଗୁଳ ବନଖଣ୍ଡର ଆମ ଜଙ୍ଗଲ ଯୋଜନା ଟିମ୍ ଭାଗ ନେଇ ଅନେକ ପ୍ରଶଂସା ସାଉଣ୍ଟିଛି। ଦଳର ସଦସ୍ୟ ମାନେ ସେମାନଙ୍କ ଷ୍ଟଲରେ ନିଜ ହାତ ତିଆରି ଅନେକ ଦ୍ରବ୍ୟ ପ୍ରଦର୍ଶିତ ଲ କରିବା…
ଅନୁଗୁଳ: ଅନୁଗୁଳ ନାଲକୋନଗରରେ ବିଶ୍ୱପ୍ରସିଦ୍ଧ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ପୂଜାର ଦ୍ୱିତୀୟ ସନ୍ଧ୍ୟା ଜମିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଆସିଥିଲେ। ପ୍ରାୟ ଦୁଇ କିଲୋମିଟର ବ୍ୟାପୀ ୧୯ ଟି ପୂଜା ମଣ୍ଡପ ସାଙ୍ଗକୁ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆରମ୍ଭ ହୋଇଛି। ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ପ୍ରଭୁ ବିଶ୍ଵକର୍ମାଙ୍କ ତୋରଣରେ ପୂଜା ପାଉଛନ୍ତି। ୧୯ଟି ପୂଜା ମଣ୍ଡପରୁ ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିର ପୁଷ୍କରିଣୀରୁ କଳସ ଯାତ୍ରା…
ଅନୁଗୁଳ: ଗୁରୁବାର ଅପରାହ୍ନରେ କାଣ୍ଡସର ଅଞ୍ଚଳର ଚାରି ଗଣେଶ ପୂଜାର ଭସାଣି ଉତ୍ସବ ଆୟୋଜିତ ହୋଇଛି। ଭସାଣିରେ ବଜାର ସାହି, ପାଇକ ସାହି, ରଗଡି ସାହି, ଗୋଛାୟତ ସାହିର ଚାରି ମେଢ଼ ବିସର୍ଜନ ହୋଇଥିଲା। ଡିଜେ ପାଇଁ ପୋଲିସ୍ ପ୍ରଶାସନର ଅନୁମତି…
ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ସର୍ବଦା ଦୁର୍ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ସମୟରେ ରାସ୍ତା ସଂକୀର୍ଣ୍ଣ ହୋଇଯାଉଥିବା କାରଣରୁ ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ସହର ଠାରୁ କାଣ୍ଡସର, ନାଲକୋ, କୁଲାଡ଼ ଦେଇ…
ଅନୁଗୁଳ: ଅନୁଗୁଳ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଲର୍ଡ ଇନ୍ସୁଲେସନ ପ୍ରାଇଭେଟ୍ କମ୍ପାନିର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଅଭୟ କୁମାର ବେହେରା (୪୯)। କ୍ଷତିପୂରଣ ଓ ଥଇଥାନ ଦାବିରେ ମୃତକଙ୍କ…
ଅନୁଗୁଳ: ମୌଳିକ ସୁବିଧାରୁ ବଞ୍ଚିତ ନାଲକୋ କ୍ଷତିଗ୍ରସ୍ତ ୩୯ ଗାଁ ଲୋକ ଗୁରୁବାର ୧୦ ଦଫା ଦାବି ନେଇ ନାଲକୋ ଜିଜିଏମ (ଏଚ ଆଣ୍ଡ ଏ) ଙ୍କୁ ଦାବି ପତ୍ର ଦେଇଛନ୍ତି। ୧୦ ଦଫା ଦାବି ମଧ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋ ଥାନା ବଳରାମପ୍ରାସାଦ ଗାଁରେ ପୋଲିସ ଚଢ଼ଉ କରି ୫.୮୪୦ ମିଲି ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ଘଟଣାରେ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ ପ୍ରଦ୍ୟୁମ୍ନ ସାହୁ(୩୦) ଓ ଝିଲି…
ଅନୁଗୁଳ: ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ ତରଫରୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଏକ ବିଶାଳ ଗଣ ବିକ୍ଷୋଭ ସହ ମହାରାଲି ଅନୁଷ୍ଠିତ ହେଇଛି। ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ…
ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମରେ ପକାଇ ପ୍ରତାରଣା କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମୁରଲୀ ବାରିକ (୨୮) ଙ୍କୁ ନାଲକୋ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ…