ନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

You are currently viewing ନୂଆ ରୂପରେ ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଓ ଆଲୋକୀକରଣର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟର ରୂପାନ୍ତରୀକରଣ, ଶୀତତାପ ନିୟନ୍ତ୍ରଣ ଯନ୍ତ୍ର, ଆଲୋକୀକରଣ ସହ ଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା।

କାର୍ଯ୍ୟକ୍ରମରେ ଅନୁଗୁଳ ଓକିଲ ସଂଘର ସଭାପତି ହିମାଂଶୁଭୂଷଣ ସାମଲ, ଉପସଭାପତି ପ୍ରତାପ କୁମାର ନାଏକ, ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦକ ଜ୍ୟୋତ୍ସାମୟୀ ସାହୁ, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ସୁବାସ ସାହୁ, ଦିଲ୍ଲୀପ ଦାସ, ଭୂପେଶ ଚନ୍ଦ୍ର ପ୍ରଧାନ, ତପନ କୁମାର ଦେହୁରୀ, ସୋମନାଥ ରାଉତ, ରଞ୍ଜନ ପାତ୍ର, ଦିଲ୍ଲୀପ କୁମାର ପ୍ରଧାନ, ହେମନ୍ତ କୁମାର ସାହୁ, ବିନୟ କୁମାର ପ୍ରଧାନ, ଚୌଧୁରୀ ପ୍ରଧାନ, ସୁଦୀପ୍ତ ସ୍ବାଇଁ, ପାର୍ଥ ସାରଥୀ ପ୍ରଧାନ, ଗଣେଶ୍ବର ଧଳ, ମମତା ପ୍ରଧାନ, ଦ୍ବାରିକା ପ୍ରସାଦ ନନ୍ଦ, ଆଶୀର୍ବାଦ ସାହୁ ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ।

Share

Leave a Reply