ନିର୍ମଳ ସାହୁ ରାଜ୍ୟ ବିଜେଡି ସମ୍ପାଦକ

You are currently viewing ନିର୍ମଳ ସାହୁ ରାଜ୍ୟ ବିଜେଡି ସମ୍ପାଦକ

ଅନୁଗୁଳ: ବଳରାମପ୍ରସାଦର ବରିଷ୍ଠ ନେତା ନିର୍ମଳ ଚନ୍ଦ୍ର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି। ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଚନ୍ତି। ଶ୍ରୀ ସାହୁ ବଅଁରପାଳ ବ୍ଲକ୍ ବିଜେଡିର ଜଣେ ଟାଣୁଆ ନେତା ସମାଜସେବୀ ତଥା ପୂର୍ବତନ ନାଲକୋ କର୍ମଚାରୀ ଅଟନ୍ତି।ନୂଆ ଦାୟିତ୍ଵ ମିଳିବା ପରେ ଶ୍ରୀ ସାହୁ ବିଜେଡି ପାଇଁ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share

Leave a Reply