ଟାକ୍ସ ବାର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

You are currently viewing ଟାକ୍ସ ବାର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ ରୁଚିର କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଅମିନ୍ ନୁରଦିନ୍, ଯୁଗ୍ମ ସମ୍ପାଦକ ପ୍ରକାଶ କୁମାର ଦାଶ ଏବଂ କୋଷାଧ୍ୟକ୍ଷ ଭାବେ ବିନୋଦ ପାଗୋଡ଼ିଆ ଶପଥ ନେଇଥିଲେ। ଜ୍ଞାନରଞ୍ଜନ ନାଥ ଏବଂ ଚିତ୍ତରଞ୍ଜନ ପଟ୍ଟନାୟକ କାର୍ଯ୍ୟକାରୀ ସଦସ୍ୟ ଭାବେ ଶପଥ ନେଇଥିଲେ।

Share

Leave a Reply