ପାଳଲହଡ଼ା : ଅନଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଦୀର୍ଘ ଦୁଇ ମାସ ଧରି ଗୁରୁତର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପାଳଲହଡ଼ାର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ
- Post published:July 5, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ
ସ୍ମାର୍ଟ ମିଟରକୁ ବିରୋଧ ସହ ଅନ୍ୟାନ୍ୟ ଦାବି ନେଇ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର





