୫ ଦଫା ଦାବି ନେଇ ଜେଲ କର୍ମଚାରୀ ଙ୍କ ସ୍ମାରକପତ୍ର

You are currently viewing ୫ ଦଫା ଦାବି ନେଇ ଜେଲ କର୍ମଚାରୀ ଙ୍କ ସ୍ମାରକପତ୍ର

ଅନୁଗୁଳ: ଅଲ୍ ଓଡ଼ିଶା ଜେଲ କର୍ମଚାରୀ ସଂଘ,ଅନୁଗୁଳ ସବ କମିଟି ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଅଧିକ୍ଷକ ଅନୁଗୁଳ କାରାଗାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଛନ୍ତି।

ୱାଡ଼ର୍ ମାନଙ୍କ ଗ୍ରେଡ ପେ’ ୧୯୦୦ ରୁ ୨୦୦୦ କରିବା,ଚିଫ ୱାର୍ଡରଙ୍କ ଗ୍ରେଡ ପେ’ ୨୦୦୦ ରୁ ୨୪୦୦ କରିବା,ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରିବା,ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା,ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କରିବା ଏବଂ ୧୩ ମସିଆ ଦରମା ବୃଦ୍ଧି କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି। ଅନୁଗୁଳ କାରା କର୍ମଚାରୀ ସଂଘ ପକ୍ଷରୁ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏହି ଦାବି ପ୍ରତି ସମର୍ଥନ ଜଣାଇଛନ୍ତି ।

Share

Leave a Reply