ପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟର ଉଦଘାଟିତ

You are currently viewing ପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟର ଉଦଘାଟିତ

ଅନୁଗୁଳ: ଶନିବାର ଅନୁଗୁଳ ପାର୍ବତୀ ହିରୋର ଅତ୍ୟାଧୁନିକ ସର୍ଭିସ ସେଣ୍ଟରର ଉଦଘାଟନ ହିରୋ କମ୍ପାନୀର ଓଡ଼ିଶା ମୁଖ୍ୟ ନୀତିଶ କୁମାରଙ୍କ ଦ୍ୱାରା କରାଯାଇଛି। ଏହି ସେଣ୍ଟରରେ ଇଲେକ୍ଟ୍ରିକ ଭେଇକିଲ (EV) ଏବଂ ପ୍ରିମିୟମ ଗାଡ଼ିର ସର୍ଭିସିଂ ସୁବିଧା ଉପଲବ୍ଧ ହେବ। ଗ୍ରାହକଙ୍କ ସୁବିଧା ପାଇଁ ନୂତନ ପ୍ରତୀକ୍ଷା ଗୃହ ଓ କ୍ୟାଫେଟେରିଆର ବ୍ୟବସ୍ଥା ମଧ୍ୟ ରହିଛି। ଉଦଘାଟନ ଅବସରରେ ପାର୍ବତୀ ହିରୋର ସ୍ୱତ୍ୱାଧିକାରୀ ଅଶୋକ ମଣ୍ଡୋଠୀଆ ଏବଂ ଅନେକ ଗ୍ରାହକ ଉପସ୍ଥିତ ଥିଲେ।

Share

Leave a Reply