ଅନୁଗୁଳ: ଗାଡି ଚାଳକଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଅନୁଗୁଳର ବିଭିନ୍ନ ତେଲ ଟାଙ୍କି ରେ ଆଜି ପେଟ୍ରୋଲର ଅଭାବ ଦେଖିବାକୁ ମିଳିଥିଲା। ଗ୍ରାହକ ମାନେ ଏଥିନେଇ ବହୁତ୍ ହିନସ୍ତା ହୋଇଥିଲେ। ଯେଉଁ ଗୋଟିଏ ଦୁଇଟି ଟାଙ୍କିରେ କିଛି ତେଲ ଥିଲା ସେଠି ଗ୍ରାହକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।ତେବେ ଆଜି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବାରୁ ଗ୍ରାହକମାନେ ଆଶ୍ବସ୍ତ ହୋଇଛନ୍ତି।
ତେଲ ଟାଙ୍କିରେ ପେଟ୍ରୋଲ ଅଭାବ:ଯାତ୍ରୀ ହିନସ୍ତା
- Post published:January 7, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


