ଦୁର୍ଗାପୂଜା ପାଇଁ ପାର୍ବତୀ ହିରୋ ପକ୍ଷରୁ ଅଫର ବର୍ଷା

You are currently viewing ଦୁର୍ଗାପୂଜା ପାଇଁ ପାର୍ବତୀ ହିରୋ ପକ୍ଷରୁ ଅଫର ବର୍ଷା

ଅନୁଗୁଳ: ଚଳିତ ଦୁର୍ଗାପୂଜା ଅବସରରେ ଅନୁଗୁଳ ପାର୍ବତୀ ହିରୋ ପକ୍ଷରୁ ଅଫର ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ସବିଶେଷ ତଥ୍ୟ ରଖିଥିଲେ ପାର୍ବତୀ ହିରୋର ପରିଚାଳନା
ନିର୍ଦ୍ଦେଶକ ଡ଼ା ଅଶୋକ କୁମାର୍ ମାଣ୍ଡୋଠିଆ ।

ଚଳିତ ବର୍ଷ ପାର୍ବତୀ ହିରୋ ତାର ୨୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ହିରୋ ଗ୍ରାହକ ମାନଙ୍କପାଇଁ ୧ ହଜାର ଟଙ୍କାର ଏକ୍ସଟ୍ରା ଡିସ୍କାଉଣ୍ଟ ରହିଛି ଏହାଛଡା ହିରୋ କମ୍ପାନୀ ପକ୍ଷରୁ ଗ୍ଲାମର ମଡେଲ ଉପରେ ୫୦୦୦, ଏଚ୍ଏଫଡିଏକ୍ସ୍ ମଡେଲ ଉପରେ ୨୫୦୦, ପ୍ଲେଜର ଉପରେ ୨୫୦୦, ସ୍ପ୍ଲେଣ୍ଡର, ପ୍ୟାସନ୍ ଏବଂ ଡେଷ୍ଟିନି ମଡେଲ ଉପରେ ୧୦୦୦ ଟଙ୍କାର ବିଶେଷ ରିହାତି ରହିଛି। ଏହାଛଡା ସ୍କ୍ରାଚ କାର୍ଡ ଉପରେ ନିଶ୍ଚିତ ଉପହାର ଯୋଜନା ମଧ୍ୟ ରହିଛି।

ଏହି ଅଫର ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୋ’ ରୁମ୍ ପ୍ରବନ୍ଧକ ପବନ ମାଣ୍ଡୋଠିଆ ପ୍ରକାଶ କରିଛନ୍ତି।

Share

Leave a Reply