ଅନୁଗୁଳ: ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ନିମନ୍ତେ ମୁମ୍ବାଇ ଯାଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଅନୁଗୁଳୁ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ଯୁବ ବିଜେଡି ନେତା ଅନିଲ ଭୂଇଁଆ ଓ ତାଙ୍କ କର୍ମୀ ପ୍ରାର୍ଥନା କରିବା ସହ ସମୂହ ଦୀପ ଦାନ କରିଛନ୍ତି। ଦଳର ମୁଖିଆ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଦଳ ପକ୍ଷରୁ ପ୍ରାର୍ଥନା କରାଯାଇଛି।
ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ
- Post published:June 25, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
