ପାଠ୍ୟପୁସ୍ତକରେ ତ୍ରୁଟି ଓ ଦୁର୍ନୀତି ଅଭିଯୋଗ: ଅନୁଗୋଳରେ ବିଜେଡିର ବିଶାଳ ବିକ୍ଷୋଭ
ଅନୁଗୋଳ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଏବଂ ପ୍ରକାଶନରେ ୩୮୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଅନୁଗୋଳରେ ବିଜୁ ଜନତା ଦଳ ପକ୍ଷରୁ 'ଶିକ୍ଷା ବଞ୍ଚାଅ' ଆନ୍ଦୋଳନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ…



