ଆଇନଜିବୀଙ୍କ ଅକାଳ ବିୟୋଗ

You are currently viewing ଆଇନଜିବୀଙ୍କ ଅକାଳ ବିୟୋଗ

ଅନୁଗୁଳ: ଅନୁଗୁଳ ଟିକସ ବାରର ଯୁବ ଆଇନଜିବି ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ଅକାଳ ବିୟୋଗ ଘଟିଛି। ଶନିବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଜ୍ଵରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଜଣେ ଟ୍ୟାକ୍ସ ଆଇନଜିବୀ ଭାବେ ତାଙ୍କର ବେଶ ସୁନାମ ଥିଲା। ସ୍ବର୍ଗତ ପଟ୍ଟନାୟକ ଜଣେ ମେଳାପି ଓ ଅମୟିକ ବ୍ୟକ୍ତି ଭାବେ ଅନୁଗୁଳରେ ପରିଚିତ ଥିଲେ। ସେ ହତିଶାଳ ପଡ଼ା ରେ ରହୁଥିଲେ ତାଙ୍କ ପରଲୋକରେ ଅନୁଗୁଳ ବାର ଏବଂ ଟ୍ୟାକ୍ସ ବାର ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

Share

Leave a Reply