ଭୁବନେଶ୍ୱର/ଅନୁଗୁଳ: ସବୁ ସୋସିଆଲ ମିଡିଆ ସାଇଟ ସ୍ଲୋ ଡାଉନ। କାମ କରୁନି ସର୍ଭର। ମଙ୍ଗଳବାର ରାତି ୯ଟା ପରଠୁ କାମ କରୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ। ଭାରତ ସମେତ ସମଗ୍ର ବିଶ୍ବରେ ଏପରି ସମସ୍ୟା ଦେଖାଦେଇଛି। କେବଳ ସର୍ଭର ଡାଉନ ତାହା ନୁହେଁ, ଆପେ ଆପେ ଲଗ୍ ଆଉଟ୍ ବି ହେଇଯାଇଛି ସମସ୍ତଙ୍କ ଫେସବୁକ୍ ଆକାଉଣ୍ଟ। ଏବେ ଫେସବୁକ୍ ଲଗ୍ ଇନ୍ ମଧ୍ୟ ହେଉନାହିଁ। ବାରମ୍ବାର ପାସ୍ ୱାର୍ଡ ଦେଲେ ବି ଫେସବୁକ ଖୋଲୁ ନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏ ନେଇ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ଖୋଲୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ: ଆପେ ଆପେ ଲଗ୍ ଆଉଟ୍ ହେଇଯାଇଛି ସମସ୍ତଙ୍କ ଫେସବୁକ୍ ଆକାଉଣ୍ଟ
- Post published:March 5, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ, ପୋଷ୍ଟ ସେୟାର କରି ସତର୍କ କଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ
ବିଧାନସଭା ଏଥିକ୍ସ କମିଟିର ପ୍ରସ୍ତାବ : ପ୍ରତି ନିର୍ବାଚନମଣ୍ଡଳୀରେ ନିର୍ମାଣ ହେଉ ବିଧାୟକ ଭବନ





