ଲାପଟପ୍ ଯୋଗାଣ ଦାବିରେ ବିକ୍ଷୋଭ

You are currently viewing ଲାପଟପ୍ ଯୋଗାଣ ଦାବିରେ ବିକ୍ଷୋଭ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍‌କୋ ନନ୍ଏକଜିକ୍ୟୁଟିଭ ଶ୍ରମିକ ସଙ୍ଗଠନ ଏମସ, ନେସ୍ ଏବଂ ନେପୁ ପକ୍ଷରୁ ପ୍ରତ୍ୟେକ କର୍ମଚାରୀଙ୍କୁ ଲାପ୍‌ଟପ୍ ଯୋଗାଣ ନେଇ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯାଇଥିଲା। ତେବେ କର୍ମଚାରୀଙ୍କ ଦାବି ନେଇ ନାଲକୋ କର୍ପୋରେଟ୍ କାର୍ଯ୍ୟାଳୟରେ ଚଳିତ ମାସ ୧୩ ତାରିଖରେ ଏକ ବୈଠକ ଆହ୍ବାନ କରିଛନ୍ତି । କୋଭିଡ଼ ନିୟମକୁ ମାନି ପ୍ରତ୍ୟେକ ସଙ୍ଗଠନରୁ ଦୁଇ ଜଣ ଲେଖାଏଁ କର୍ମକର୍ତା ବୈଠକରେ ପ୍ରତିନିଧ୍ୟ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ନାଲ୍‌କୋ ଅଧିକାରୀଙ୍କ ବୁଝାସୁଝା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା।

Share

Leave a Reply