ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

You are currently viewing ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ ଉଦ୍ଦେଶ୍ୟରେ ଏହି ସବୁ ସାମଗ୍ରୀ ପ୍ରଦାନ କରାଯାଇଥିବା କୁହାଯାଇଛି । ସଂଗଠନ ତରଫରୁ ସଂଜୀବ କୁମାର ମାଣ୍ଡୋଠିଆ, ବିଜୟ ଅଗ୍ରୱାଲ, ଅଶୋକ ପ୍ରଧାନ ପ୍ରମୁଖ ସିଡିଏମ୍ଓଙ୍କୁ ଭେଟି ଏହି ସବୁ ସାମଗ୍ରୀ ପ୍ରଦାନ କରିଥିଲେ ।

Share

Leave a Reply