ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ମାଛ ମାର୍କେଟ ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ଅଜଗର ସାପ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ସାପଟିକୁ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ତାର ମୃତ୍ୟୁ ଘଟିଥିବା କୁହାଯାଉଛି। ଅଜଗରଟିର ଲମ୍ବ ପ୍ରାୟ ଆଠ ଫୁଟ ହେବ ।
ଅଜଣା ଗାଡ଼ି ମାଡ଼ିଯାଇ ଅଜଗର ମୃତ
- Post published:September 20, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul