ବନ୍ତଳା ଶଙ୍ଖପୁରରୁ ବିରାଟ ଅଜଗର ଉଦ୍ଧାର

You are currently viewing ବନ୍ତଳା ଶଙ୍ଖପୁରରୁ ବିରାଟ ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ନିକଟରେ ଥିବା ଏକ ତେଲଟାଙ୍କିକୁ ଶନିବାର ରାତିରେ ଏକ ବିରାଟ ଅଜଗର ପଶି ଆସିଥିଲା। ଲୋକେ ଭୟରେ ସ୍ନେକ ହେଳ୍ପଲାଇନକୁ ଖବର ଦେବାରୁ ସର୍ପମିତ୍ର
ବାବା ଅମରଜିତ ଓ ତାଙ୍କ ସହାୟକ ସୁଶାନ୍ତ ଘଟଣା ସ୍ଥଳରେ ପହଞ୍ଚି ୧୩ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି ରାତିରେ ପମ୍ପାସର ଜଙ୍ଗଲରେ ଛାଡ଼ି ଦେଇଥିଲେ।

Share

Leave a Reply