ଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା! ଏସଏନ୍‌କେ ରୟାଲ ଆଣିଛି ଆକର୍ଷଣୀୟ ରଜ ଅଫର

You are currently viewing ଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣା! ଏସଏନ୍‌କେ ରୟାଲ ଆଣିଛି ଆକର୍ଷଣୀୟ ରଜ ଅଫର

ଅନୁଗୁଳ: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ। ରଜ ପାଇଁ ଏବେ ସବୁ ଦୋକାନ ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଛନ୍ତି। ଏହି ଧାରାରେ ଅନୁଗୁଳର ଗାନ୍ଧୀ ମାର୍ଗ ଶାଖା ଓ ତାଳଚେରର ଶର୍ମା ଛକ ସ୍ଥିତ ଏସଏନ୍‌କେ ରୟାଲ ପକ୍ଷରୁ ମଧ୍ୟ ଲୋଭନୀୟ ଅଫର୍ ଦିଆଯାଉଛି।

ସୋ ରୁମ୍‌ରେ ତିନି ହଜାର ଟଙ୍କାର ଡ୍ରେସ୍ କିଣିଲେ ପାଞ୍ଚ ଶହ ଟଙ୍କାର ରିହାତି ମିଳୁଛି। ସେହିଭଳି ପାଞ୍ଚ ହଜାର ଟଙ୍କାର କ୍ରୟ ଉପରେ ଏକ ହଜାର ଟଙ୍କାର ରିହାତି, ସାତ ହଜାର ପାଞ୍ଚ ଶହ ଟଙ୍କାର କିଣା ମୂଲ୍ୟ ଉପରେ ଏକ ହଜାର ପାଞ୍ଚ ଶହ ଟଙ୍କାର ରିହାତି, ଦଶ ହଜାର ଟଙ୍କାର କ୍ରୟ ଉପରେ ଦୁଇ ହଜାର ଟଙ୍କାର ରିହାତି ଘୋଷଣା ହୋଇଛି ।

କେବଳ ରେଡ଼ି ମେଡ୍ ପୋଷାକ, ଲେଡିଜ୍ ଓୟାର ଓ କିଡସ୍ ଓୟାର୍ ଉପରେ ଏହି ଅଫର୍ ଲାଗୁ କରାଯିବ। ଏହାଛଡା ଯେ କୌଣସି ଦୁଇଟି ପୋଷାକ କିଣିଲେ ଗୋଟିଏ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ତେବେ ସବୁ କିଣା ଉପରେ ସର୍ତ୍ତାବଳୀ ଲାଗୁ ଥିବା ଜଣାଯାଇଛି।

ଏହି ରଜ ପର୍ବରେ ଏସଏନ୍‌କେ ରୟାଲକୁ ଆସି ଅଧିକରୁ ଅଧିକ ଅଫରର ଲାଭ ଉଠାଇବାକୁ ମାଲିକ ପକ୍ଷରୁ ଆମନ୍ତ୍ରଣ କରିଛନ୍ତି।

Share

Leave a Reply