ରାଜସ୍ବ ଅମଲା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲା କୃତଜ୍ଞତା

You are currently viewing ରାଜସ୍ବ ଅମଲା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲା କୃତଜ୍ଞତା

ଅନୁଗୁଳ: ରାଜସ୍ବ ଅମଲାଙ୍କ ପାଇଁ ପୃଥକ ପାହ୍ୟା ଦାବିକୁ ସରକାର ଗତ ୬.୧.୨୪ ରେ ଚିଠି ସଂଖ୍ୟା ୭୯୮ ରେ ମାନି ନେଇଥିବାରୁ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସଂଘର ଏଇ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସଂଘର ସଭାପତି ନଗେନ ଶତପଥୀ,ସମ୍ପାଦକ ମନୋଜ କୁମାର ସାହୁଙ୍କ ସମେତ ଶାନ୍ତନୁ ସାହୁ,ଦେବାଶିଷ ମିଶ୍ର,
ଦେବେନ୍ଦ୍ର ସେଠୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Share

Leave a Reply