ବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

You are currently viewing ବଡ଼ ଖବର! ରାସନ କାର୍ଡଧାରୀଙ୍କୁ ଆଉ ମିଳିବନି ଚାଉଳ, ମିଳିବ ଏସବୁ ସାମଗ୍ରୀ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସରକାର ରାସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ରାସନ କାର୍ଡଧାରୀଙ୍କୁ ଆଉ ମାଗଣା ଚାଉଳ ମିଳିବ ନାହିଁ। ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ଅନ୍ୟ ୯ଟି ଜିନିଷ ଯୋଗାଇ ଦେବେ ବୋଲି ସୂଚନା ମିଳିଛି।

ମାଗଣା ରାସନ ଯୋଜନା ଅନୁଯାୟୀ, ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା। ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Share

Leave a Reply