RBIର ବଡ଼ ଘୋଷଣା: ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ଯାଏଁ ବ୍ୟାଙ୍କରେ କରିପାରିବେ ବଦଳ

You are currently viewing RBIର ବଡ଼ ଘୋଷଣା: ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍, ସେପ୍ଟେମ୍ବର ୩୦ ଯାଏଁ ବ୍ୟାଙ୍କରେ କରିପାରିବେ ବଦଳ

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ବଡ଼ ଖବର। ବଜାରରୁ ହଟିବ ୨୦୦୦ ଟଙ୍କିଆ ନୋଟ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଦୁଇ ହଜାର ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ ନିକଟସ୍ଥ ବ୍ୟାଙ୍କରେ ଡିପୋଜିଟ କରିପାରିବେ। ଥରକରେ ୨୦ ହଜାର ଟଙ୍କା ବଦଳାଇ ହେବ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହା ପରେ ଏହି ନୋଟ ଆଉ ଗ୍ରହଣୀୟ ହେବ ନାହିଁ।

ସୂଚନାଯୋଗ୍ୟ ଯେ, ଡିମନିଟାଇଜେସନ ପରେ ୨୦୧୬ ମସିହାରେ ଦୁଇ ହଜାର ଟଙ୍କିଆ ନୋଟ ବଜାରକୁ ଆସିଥିଲା।

Share

Leave a Reply