କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନାରେ ଶନିବାର ନୂତନ ଆଇଆଇସି ଭାବେ ସନ୍ତୋଷ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ସେ ଜନସାଧାରଣଙ୍କୁ ପୋଲିସର ନ୍ୟାୟିକ ବ୍ୟବସ୍ଥା ଦିଗରେ ସହଯୋଗ ସହିତ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ନବ ନିଯୁକ୍ତ ଆଇଆଇସି ପୂର୍ବରୁ ବନ୍ତଳା ଥାନାରେ କାର୍ଯ୍ୟରତ ଥିଲେ।
ଏନଟିପିସି ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ସନ୍ତୋଷ କୁମାର ସେଠୀ
- Post published:December 23, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
