ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକର ସରପଞ୍ଚଙ୍କୁ ନେଇ ଗଠନ ହେଲା ସଂଘ, ଯୋଗ ଦେଲେ ୧୭୦ ଜଣ ସରପଞ୍ଚ

You are currently viewing ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକର ସରପଞ୍ଚଙ୍କୁ ନେଇ ଗଠନ ହେଲା ସଂଘ, ଯୋଗ ଦେଲେ ୧୭୦ ଜଣ ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ ଆଜି ଜିଲ୍ଲାର ଆଠଟି ବ୍ଲକର ୨୨୫ଟି ପଞ୍ଚାୟତ ମଧ୍ୟରୁ ୧୭୦ ଜଣ ସରପଞ୍ଚଙ୍କ ଉପସ୍ଥିତିରେ ଗଠିତ ହୋଇଛିରେ ସରପଞ୍ଚ ସଂଘ। ସମସ୍ତଙ୍କ ସହମତି କ୍ରମେ ଜ୍ୟୋତିର୍ମୟୀ ଦେହୁରୀଙ୍କୁ ସଭାପତି ରୂପେ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ମନୋଜ କୁମାର ବାଘ, କୋଷାଧ୍ୟକ୍ଷ ଅନିଲ ପ୍ରଧାନ, ଉପସଭାପତି ଦୁଃଖବନ୍ଧୁ ବେହେରା, ଅମରେଶ ନାଥ, ଯଶବନ୍ତି ବେହେରା, ସହସମ୍ପାଦକ ସସ୍ମିତା ବେହେରା, ଚନ୍ଦନ ସାହୁ, ହୃଷିକେଶ ପ୍ରଧାନ, ବବିତା ପ୍ରଧାନ ଓ ଉପଦେଷ୍ଟା ଦୁର୍ଯ୍ୟୋଧନ ସାହୁ, ସୁଦୀପ୍ତ ପ୍ରଧାନ, ରତ୍ନାକର ଦାସ, କୁମର ମୁଦୁଲିଙ୍କୁ ଚୟନ କରାଯାଇଛି।

ଆଗକୁ ସଂଘର ସଦସ୍ୟ ନିଜ ନିଜ ସମସ୍ୟା ସଂଘକୁ ଜଣାଇବାକୁ ମତ ପ୍ରକାଶ ପାଇଛି।

Share

Leave a Reply