ଅନୁଗୁଳ: ଆଜି ଦିନ ୧୦ ଟା ସମୟରେ ଅନୁଗୁଳ ଡିଭିଜନର ମୋବାଇଲ ଷ୍ଟାଫ୍ ଏବଂ ଅନୁଗୁଳ ରେଞ୍ଜର ପୁରୁଣାଗଡ ସେକ୍ସନ ଷ୍ଟାଫ୍ ମିଳିତ ଭାବେ ଚଢ଼ାଉ କରି ତୁବେ ଗାଁ ଗୋଡ଼ିମରା ସାହିର ଏକ ବିଲରୁ ୬ ଖଣ୍ଡ ଚୋରା ଶାଗୁଆନ ଗଣ୍ଡି ଜବତ କରାଯାଇଥିଲା। ଜବତ କାଠ ପରିମାଣ ୯.୯୨୧ ସିଏଫ୍ଟି ବୋଲି ଜଣାପଡିଛି। ଜବତ କାଠକୁ ଅନୁଗୁଳ ଫରେଷ୍ଟ ରେଷ୍ଟ ହାଉସକୁ ପରବର୍ତ୍ତୀ ଅନୁସନ୍ଧାନ ପାଇଁ ପଠାଯାଇଛି।
ତୁବେ ଗାଁରୁ ୧୦ ସିଏଫ୍ଟି ଶାଗୁଆନ କାଠ ଜବତ
- Post published:November 30, 2024
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul