ଶିମିଳିପଡ଼ା ଦୁର୍ଗାପୂଜା ସମିତିର ନୂଆ କର୍ମକର୍ତ୍ତା

You are currently viewing ଶିମିଳିପଡ଼ା ଦୁର୍ଗାପୂଜା ସମିତିର ନୂଆ କର୍ମକର୍ତ୍ତା

ଅନୁଗୁଳ: ଶିମିଳିପଡ଼ା ଦୁର୍ଗାପୂଜା ସମିତିର ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ବର୍ଷର ଆୟବ୍ୟୟ ଆଲୋଚନା ହୋଇଥିଲା। ଏହାପରେ ଦେବାଶିଷମହାନ୍ତି,ସଭାପତି,ଅକ୍ଷୟ କୁମାର ଜିତ ସମ୍ପାଦକ,ପ୍ରସନ୍ନ କୁମାର ସାହୁ, ଶୁଭ୍ରଜିତ୍ ଜେନା,ସମ୍ବିତ ଥମ୍ବ ,ଉପ ସଭାପତି,ଭୀମସେନ ବେହେରା,ପ୍ରବୀଣ ଗଡ଼ନାୟକ ଓ ସୁବୋଧ ଗଡ଼ନାୟକ ସହ ସମ୍ପାଦକ, ଅଜିତ କୁମାର ମିଶ୍ର କୋଷାଧ୍ୟକ୍ଷ ଏବଂ ସରୋଜ କୁମାର ସାମଲ ମୁଖ୍ୟ ଉପଦେଷ୍ଟା ରୂପେ ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ ।

Share

Leave a Reply