ଅନୁଗୁଳ: ଡିସେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମ୍ରେ ରାଜ୍ୟସ୍ତରୀୟ ସିନିୟର ଖୋ-ଖୋ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ। ଏଥିରେ ୩୦ଟି ଯାକ ଜିଲ୍ଲାରୁ ୭୫୦ରୁ ଅଧିକ ଖେଳାଳି ଓ ଅଫିସିଆଲ୍ ଭାଗ ନେବାରେ କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏହି ଚାମ୍ପିଅନ୍ସିପ୍ ନଭେମ୍ବର ୧୩ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ସଂଶୋଧନ କରାଯାଇ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ନୁହଁ, ଡିସେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ଡିସେମ୍ବର ୧୩ରୁ ରାଜ୍ୟସ୍ତରୀୟ ଖୋ-ଖୋ
- Post published:November 13, 2021
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau

Tags: Angul