ଆରପିଆଇ ପାର୍ଟିର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ଦାୟିତ୍ୱ ନେଲେ ସୁଶୀଲ କୁମାର ନାୟକ

You are currently viewing ଆରପିଆଇ ପାର୍ଟିର ନୂତନ ଜିଲ୍ଲା ଯୁବ ସଭାପତି ଭାବେ ଦାୟିତ୍ୱ ନେଲେ ସୁଶୀଲ କୁମାର ନାୟକ

ଅନୁଗୁଳ: ବାବା ସାହେବ୍ ଆମ୍ବେଦକରଙ୍କ ଦ୍ଵାରା ନିର୍ମିତ ଆରପିଆଇ ପାର୍ଟିର ୬୭ ବର୍ଷ ପୂର୍ତ୍ତି ଅବସରରେ ନୂତନ ଜିଲ୍ଲା ଯୁବ ସଭାପତି ଭାବେ ସୁଶୀଲ କୁମାର ନାୟକଙ୍କୁ ନିଯୁକ୍ତ କରାଯାଇଛି।

ଦାୟିତ୍ୱ ଗ୍ରହଣ ପରେ ସେ ଏଥିପାଇଁ ସମସ୍ତ ଯୁବ ସାଥୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ଏଥିସହ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ସେ କହିଛନ୍ତି। ବେରୋଜଗାରି ସମସ୍ୟାର ଦୂରୀକରଣ ତାଙ୍କ ମୂଳ ଲକ୍ଷ୍ୟ ରହିବ ବୋଲି ଶ୍ରୀ ନାୟକ କହିଛନ୍ତି।

Share

Leave a Reply