ଅନୁଗୁଳରେ ସିଟି ପରୀକ୍ଷା ଆରମ୍ଭ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିଟି ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। କୋଭିଡ୍‌ କଟକଣା ସାଙ୍ଗକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା ଆରମ୍ଭ ହେଉଛି। ପାଳଲହଡ଼ା ଅଞ୍ଚଳରେ ୨ କୋଭିଡ୍‌ ପଜିଟିଭ୍‌ ପରୀକ୍ଷାର୍ଥୀ ମଧ୍ୟ ଛେଣ୍ତିପଦା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ଭବିଷ୍ୟତକୁ ଦେଖି ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.

error: Content is protected !!