ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗତ ୨ ଦିନତଳେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବହୁ ପରିମାଣର ଫସଲ ହାନୀ ହୋଇଛି। ଏ ନେଇ ସମାଜସେବୀ ସୁପର୍ନୋ ଶତପଥି ତାଙ୍କ ଟୁଇଟରରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଏହାର ଆକଳନକରି ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ସୁପର୍ନୋଙ୍କ ଏହି ଟୁଇଟ ନେଇ ଉଭୟ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ସାଧୁବାଦ ଜଣାଇଛନ୍ତି।
1
f600b249-5c54-442c-a949-d6bc81000fab