ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଟୁଇଟ କଲେ ସୁପର୍ନୋ ଶତପଥି

0

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗତ ୨ ଦିନତଳେ ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବହୁ ପରିମାଣର ଫସଲ ହାନୀ ହୋଇଛି। ଏ ନେଇ ସମାଜସେବୀ ସୁପର୍ନୋ ଶତପଥି ତାଙ୍କ ଟୁଇଟରରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଏହାର ଆକଳନକରି ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ସୁପର୍ନୋଙ୍କ ଏହି ଟୁଇଟ ନେଇ ଉଭୟ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ସାଧୁବାଦ ଜଣାଇଛନ୍ତି।

online coaching

Leave A Reply

Your email address will not be published.