ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଲେ ବିଧାୟକ
ଅନୁଗୁଳ: ଆଠମଲ୍ଲିକ ବ୍ଲକ କମ୍ପଲା, ମଧ୍ଯପୁର, କମ୍ପଲା, ଦେଉଳି, ବେଲପୁଞ୍ଜି, ଡେବେରାପାଲୀ, ଡୁଡୁମ, ରଞ୍ଜନା, ବାସୁଦେବପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରବିବାର ଦିନ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଗସ୍ତ କରି ଲୋକଙ୍କ ସମସ୍ଯା ବୁଝିଛନ୍ତି। ବିଧାୟକ ପ୍ରତ୍ୟେକ ଗ୍ରାମକୁ ଯାଇ…
