ସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହି ଟୀକାକରଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।…

Continue Readingସୋମବାର ଆରମ୍ଭ ହେବ ୧୫ ରୁ ୧୮ ବର୍ଷ ବୟସ ପିଲାମାନଙ୍କ ଟିକାକରଣ

କୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଥିବାବେଳେ ତୃତୀୟ ଲହରର ଆଶଙ୍କା ଏବଂ ପଡୋଶୀ ଢେଙ୍କାନାଳ ଜିଲ୍ଲାରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଦେଖି ଅନୁଗୁଳ ସାଧାରଣ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ସିଡିଏମଓ…

Continue Readingକୋଭିଡ୍ କଟକଣା ଉଲ୍ଲଂଘନ କଲେ ଦଣ୍ଡ

କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଟୀକାକେନ୍ଦ୍ରରେ ଟୀକା ନେଇଥିଲେ।।…

Continue Readingକୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଟିକାକରଣ ଅଭିଯାନ। ଏହି ଅଭିଯାନର ସଠିକ୍‌ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।…

Continue Readingଅନୁଗୁଳରେ ସ୍ବତନ୍ତ୍ର ଟୀକାକରଣ ଅଭିଯାନ

ବେଲସୁଣ୍ଠାରେ ସାମୁହିକ ଟୀକାକରଣ

ଅନୁଗୁଳ: ଅନୁଗୁଳ ବେଲସୁଣ୍ଠା ଜାନସେନ ଲେପ୍ରସୀ କଲୋନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସାମୁହିକ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କଲୋନୀରେ ରହୁଥିବା…

Continue Readingବେଲସୁଣ୍ଠାରେ ସାମୁହିକ ଟୀକାକରଣ

କରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରାନ୍ତରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗୁରୁବାର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି। ଏଥିସହ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ସିଦ୍ଧାର୍ଥଙ୍କ ଶଙ୍କର ସ୍ବାଇଁ…

Continue Readingକରୋନା ପଜିଟିଭ ସଂଖ୍ୟା ଶୂନ

ଅନୁଗୁଳରେ କରୋନା ସଂକ୍ରମଣ ଦୁଇ ଅଙ୍କରୁ ଖସିଲା, ୫ ନୂଆ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉପରତଳ ହେଉଥିବା ବେଳେ ଶନିବାର ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କକୁ ଖସିଚି।ଆଜି ଜିଲ୍ଲାରେ ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ…

Continue Readingଅନୁଗୁଳରେ କରୋନା ସଂକ୍ରମଣ ଦୁଇ ଅଙ୍କରୁ ଖସିଲା, ୫ ନୂଆ ପଜିଟିଭ୍

ପୁଣି ଜୋରଦାର ହେବ ମାସ୍କ ଚେକିଂ

ଅନୁଗୁଳ: କରୋନାର ତୃତୀୟ ଲହରର ଭୟବହତା ସହ ଏଥିରେ ଶିଶୁଙ୍କ ପ୍ରତି ଅଧିକ ବିପଦ ରହିଥିବା ବିଶେଷଜ୍ଞ କହୁଥିବା ବେଳେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋର ଧରିଲାଣି । ଅପରପକ୍ଷରେ କରୋନାର ପ୍ରଥମ ଓ ଦ୍ଵିତୀୟ ଲହରର…

Continue Readingପୁଣି ଜୋରଦାର ହେବ ମାସ୍କ ଚେକିଂ

ସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଅନୁଗୁଳ: ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିସିନ ଓ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଆଗୁଆ ସତର୍କ…

Continue Readingସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ, ୱାର୍ଡ…

Continue Readingଆଜି ୪ଟି ସ୍ଥାନରେ ଟିକାକରଣ