କିଶୋରନଗର ବ୍ଲକ ଟପ୍ପର ହେଲେ ଲୋପାମୁଦ୍ରା ସାହୁ, ରଖିଛନ୍ତି ୫୬୫ ନମ୍ବର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଅଙ୍ଗପଡା ପଞ୍ଚାୟତ ରାଜ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ସାହୁ। ଲୋପାମୁଦ୍ରା ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୫୬୫ ନମ୍ବର ରଖି ଏ୧ ଗ୍ରେଡ ପାଇ ବ୍ଲକରେ ପ୍ରଥମ ସ୍ଥାନ…

Continue Readingକିଶୋରନଗର ବ୍ଲକ ଟପ୍ପର ହେଲେ ଲୋପାମୁଦ୍ରା ସାହୁ, ରଖିଛନ୍ତି ୫୬୫ ନମ୍ବର

ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସଭା ଆୟୋଜିତ

ଅନୁଗୁଳ: ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ.ଆଇ.ସି.ସି. ସେକ୍ରେଟାରୀ ସାହାନୱାଜ୍…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ ସଭା ଆୟୋଜିତ

୧୮ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ: ୭ରେ ପୂର୍ଣ୍ଣାହୁତି

ଅନୁଗୁଳ: ଅନୁଗୁଳ ତାଳଚେରସ୍ଥିତ ସୀତାରାମ ପରିଷଦ ପକ୍ଷରୁ ଚଳିତ ଏପ୍ରିଲ ୨୯ ରୁ ୧୮ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ମେ ୭ ତାରିଖ ଯାଏଁ ଚାଲିବ।ତାଳଚେରର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ…

Continue Reading୧୮ତମ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ: ୭ରେ ପୂର୍ଣ୍ଣାହୁତି

କଣିହାଁରୁ ୨୬ ସିଏଫ୍ଟି ଚୋରା କାଠ ଜବତ

ଅନୁଗୁଳ: ଗତ ଗୁରୁବାର କଣିହାଁ ରେଞ୍ଜ ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଦଲକ ବିଟର ବିରଭୁଇଁ ଗାଁରେ ଚଢାଉ କରି ଗୋଟିଏ ଆମ୍ବ ତୋଟାରେ ଚୋରା କାଠ ରଖା ଯାଇଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରୁ ଜଙ୍ଗଲ ବିଭାଗ ଅଧିକାରୀମାନେ ୫୬…

Continue Readingକଣିହାଁରୁ ୨୬ ସିଏଫ୍ଟି ଚୋରା କାଠ ଜବତ

ଦଶ ମାସ ପରେ ପ୍ରଧାନ ଆଖି କ୍ଲିନିକ୍ ସିଲ୍ ଫିଟିଲା: କ୍ଲିନିକ୍ ପରିଚାଳକଙ୍କୁ ରୋଗୀ ପିଛା ୧୦ ହଜାର ଫାଇନ୍

ଅନୁଗୁଳ: ଗତ ୨୦ ଜୁନ ୨୦୨୪ ରେ ଅନୁଗୁଳ ଅମଲାପଡ଼ା ଷଷ୍ଠ ଗଳିରେ ଥିବା ପ୍ରଧାନ ଆଇ କ୍ଲିନିକ୍ ରେ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର କରାଇଥିବା ୧୩ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇବା ଘଟଣା ସେତେବେଳେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।…

Continue Readingଦଶ ମାସ ପରେ ପ୍ରଧାନ ଆଖି କ୍ଲିନିକ୍ ସିଲ୍ ଫିଟିଲା: କ୍ଲିନିକ୍ ପରିଚାଳକଙ୍କୁ ରୋଗୀ ପିଛା ୧୦ ହଜାର ଫାଇନ୍

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ସଫଳତା: ୫୬୫ ରଖି ତାପସ ମହାକୁଡ଼ ସ୍କୁଲ ଟପ୍ପର

ଅନୁଗୁଳ: ଶୁକ୍ରବାର ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶତ ପ୍ରତିଶତ ସଫଳତା ହାସଲ କରିଛି। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ଚଳିତବର୍ଷ ୨୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ-୧ରେ…

Continue Readingମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶତ ପ୍ରତିଶତ ସଫଳତା: ୫୬୫ ରଖି ତାପସ ମହାକୁଡ଼ ସ୍କୁଲ ଟପ୍ପର

ବାହାରିଲା ମାଟ୍ରିକ ରେଜଲ୍ଟ: ଅନୁଗୁଳରେ ପାସ୍ ହାର ରହିଛି ୯୫.୮୮ ପ୍ରତିଶତ, ୫୮ ଜଣଙ୍କୁ ଏ-୧ ଗ୍ରେଡ୍‌

ଅନୁଗୁଳ: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ଅନୁଗୁଳ ଜିଲ୍ଲାରେ ପାସ୍‌ହାର ସାମାନ୍ୟ ଖସିଛି। ଗତବର୍ଷ ୯୬.୬୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଚଳିତବର୍ଷ ପାସ ହାର…

Continue Readingବାହାରିଲା ମାଟ୍ରିକ ରେଜଲ୍ଟ: ଅନୁଗୁଳରେ ପାସ୍ ହାର ରହିଛି ୯୫.୮୮ ପ୍ରତିଶତ, ୫୮ ଜଣଙ୍କୁ ଏ-୧ ଗ୍ରେଡ୍‌

ଅନୁଗୁଳରେ ଶ୍ରମିକ ଦିବସ ପାଳିତ: ୨୫୮ ଜଣ ହିତାଧିକାରୀଙ୍କୁ ୧ କୋଟି ୩୬ ଲକ୍ଷ ୫୪ ହଜାର ୪୦୦ ଟଙ୍କା ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ସଭାଘରେ ଆୟୋଜିତ ହୋଇଛି।ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,…

Continue Readingଅନୁଗୁଳରେ ଶ୍ରମିକ ଦିବସ ପାଳିତ: ୨୫୮ ଜଣ ହିତାଧିକାରୀଙ୍କୁ ୧ କୋଟି ୩୬ ଲକ୍ଷ ୫୪ ହଜାର ୪୦୦ ଟଙ୍କା ପ୍ରଦାନ

ଏଡିୟୁଜେ ପକ୍ଷରୁ ମଇ ଦିବସ

ଅନୁଗୁଳ: ସ୍ଥାନୀୟ ହୋଟେଲ ପ୍ରଶାନ୍ତିରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଇ ଦିବସ ପାଳିତ ହୋଇ ଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସଂଜୀବ ସାହୁ ଏହି ସମାରୋହକୁ ଉଦ୍ଘାଟନ କରି ଶ୍ରମିକ ଦିବସର ମହତ୍ତ୍ଵ ବର୍ଣ୍ଣନା…

Continue Readingଏଡିୟୁଜେ ପକ୍ଷରୁ ମଇ ଦିବସ

ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ: ଆସନ୍ତା ସପ୍ତାହରେ ବୁଦ୍ଧିଜୀବୀ ସମ୍ମିଳନୀ ଲାଗି ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଷୟରେ ଚର୍ଚ୍ଚା କରାଯାଇଥିଲା।ନିଷ୍ପତ୍ତି ଅନୁଯାୟୀ, ୱାନ୍‌…

Continue Readingବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ: ଆସନ୍ତା ସପ୍ତାହରେ ବୁଦ୍ଧିଜୀବୀ ସମ୍ମିଳନୀ ଲାଗି ନିଷ୍ପତ୍ତି