ଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଅନୁଗୁଳ: କଣିହାଁ ବ୍ଲକ୍, କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ରାତିରେ ଘରେ ପଶି ଚୋରି କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ଖୁଣ୍ଟରେ ବାନ୍ଧି ପୁଲିସକୁ ସୂଚନା ଦେଇଥିଲେ…

Continue Readingଘରେ ପଶି ମୋବାଇଲ୍ ଚୋରି ମହଙ୍ଗା ପଡ଼ିଲା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟରେ ଥିବା ଏକ ଅଣ୍ଡା ବ୍ୟବସାୟୀ ଅଳିଆରେ ନିଆଁ ଲଗାଇ ଜରିମାନା ଗଣିଛନ୍ତି । ଏଥିସହିତ ତାଙ୍କ ଦୋକାନ ଆଗାମୀ ୫ ଦିନ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି…

Continue Readingଅଳିଆ ଜାଳି ଫସିଲେ ବ୍ୟବସାୟୀ ୫ ହଜାର ଜରିମାନା

ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

ଅନୁଗୁଳ : ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହୋଇଛନ୍ତି ହନ୍ତସନ୍ତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରି ଉପରେ…

Continue Readingରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

ଅନୁଗୁଳ: କଣିହାଁ ବ୍ଳକ୍ ହନୁମାନପୁର ପଂଚାୟତ ଅଧିନସ୍ଥ ବଉଦବେଡ଼ା ଗ୍ରାମର ଘାସିରାମ ସାହୁ(୬୬)ଗତ ୫ଦିନ ହେଲାଣି ଘରୁକେଉଁଆଡ଼େ ପଳାଇ ଯାଇଛନ୍ତି। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବାରୁ ତାଙ୍କ ପୁଅ ସୁଶାନ୍ତ ସାହୁ ଏ ନେଇ ଶନିବାର କଣିହାଁ…

Continue Reading୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

ନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

ଅନୁଗୁଳ: ବଅଁରପାଳ ବ୍ଳକ୍ ତଳମୂଳ ଚନ୍ଦନପୁର ଗାଁ ତଳସାହି ନଳକୂଅରୁ ଲୁହାଗୁଣ୍ଡମିଶା ପାଣି ବାହାରୁଛି। ସାହିବାସୀ ତେଣୁ ପାନୀୟଜଳ ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଏବେ ଖରାତେଜ ବଢ଼ିଥିବାବେଳେ ପାଇପରେ ସାହିକୁ ଯୋଗାଣ ହେଉଥିବା ଜଳ ଆବଶ୍ୟକତା ମେଣ୍ଟାଇପାରୁନି । ତେଣୁ…

Continue Readingନଳକୂଅ ପାଣିରେ ଲୁହାଗୁଣ୍ଡ, ହନ୍ତସନ୍ତ ଚନ୍ଦନପୁରବାସୀ

ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା…

Continue Readingବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଅନୁଗୁଳ: ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହେବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ବିକ୍ରମପୁର ଥାନା ଇଲାକା ଭରତପୁର ନେହେରୁ ଶତାବ୍ଦୀ ନଗର ନିବାସୀ ଅପୂର୍ବ ରଞ୍ଜନ ସିଂଙ୍କ…

Continue Readingଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଗାତରେ ପଡ଼ି ଜଣେ ମୃତ

ଅନୁଗୁଳ: ସ୍ଥାନୀୟ ରାଣୀଗୁଡାସ୍ଥିତ କେନାଲ ନିକଟରେ ଏକ ଗାତରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ରାଣୀଗୁଡାର ରସିଆ ଗୋଛାୟତ। ପୁଲିସ୍ ସୂଚନା ଅନୁସାରେ, ସେ ଶନିବାର ଭୋର ସମୟରେ କେନାଲ ଆଡକୁ ଯାଇଥିଲେ। ଅସାବଧାନତାବଶତଃ ସେଠାରେ…

Continue Readingଗାତରେ ପଡ଼ି ଜଣେ ମୃତ

ମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

ଅନୁଗୁଳ: କୋଲିୟରୀ ଥାନା ଇଲାକା ସାଉଥବଲଣ୍ଡା ୟୁକୋ ବ୍ୟାଙ୍କ ପରିସରରେ ଜଣେ ମହିଳା ଲୁଟପାଟରେ ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗରୁ ୨୪ ହଜାର ୬୦୦ ଟଙ୍କା ଝାମ୍ପି ନେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍…

Continue Readingମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

ଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଂଘର ମୋଟ୍ ୪୪୮ ଜଣ ସଭ୍ୟ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ଭାବେ ସୋମନାଥ ରାଉତ ପୁନର୍ବାର ବିଜୟୀ…

Continue Readingଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ