ସ୍କୁଲରୁ ଜେନେରେଟର ଚୋରି
ଅନୁଗୁଳ: ବନ୍ତଳା ନୋଡାଲ ହାଇସ୍କୁଲରୁ ଚୋରି। ଦୁର୍ବୃତ୍ତମାନେ ଶାବଳରେ କମ୍ପ୍ୟୁଟର ଲ୍ୟାବ୍ ର ତାଲା ଭାଙ୍ଗି ଗୋଟିଏ ଜେନେରେଟର ଚୋରି କରି ନେଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଶାବଳଟି ବନ୍ତଳା ବଜାରର ଜଣେ ବ୍ୟକ୍ତିର…
ଅନୁଗୁଳ: ବନ୍ତଳା ନୋଡାଲ ହାଇସ୍କୁଲରୁ ଚୋରି। ଦୁର୍ବୃତ୍ତମାନେ ଶାବଳରେ କମ୍ପ୍ୟୁଟର ଲ୍ୟାବ୍ ର ତାଲା ଭାଙ୍ଗି ଗୋଟିଏ ଜେନେରେଟର ଚୋରି କରି ନେଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଶାବଳଟି ବନ୍ତଳା ବଜାରର ଜଣେ ବ୍ୟକ୍ତିର…
ଅନୁଗୁଳ: ହଣ୍ଡପା ବନାଞ୍ଚଳ ପକ୍ଷରୁ ସୋମବାର ନାକଚିଠାରେ ଚଢ଼ଉ କରାଯାଇ ଏକ ପିକ୍ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି। ଉକ୍ତ ଭ୍ୟାନଟି ରେଢାଖୋଲରୁ ଅନୁଗୁଳ ଅଭିମୁଖେ ଆସୁଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ…
ଅନୁଗୁଳ: ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ରାଜ୍ୟରେ ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତୀ ସମୟରେ ଏହି…
ଅନୁଗୁଳ: ଛେଣ୍ଡିପଦା ବ୍ଳକ୍ ତଥା କରପଡ଼ା ଥାନା ଇଲାକା କତଡ଼ା ଜାଇକା (ସେତେବେଳର କ୍ଲାସିକ) ଢାବା ନିକଟରେ ତିନି ବର୍ଷ ତଳେ ଏକ ପାଣି ଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ । ଜରପଡ଼ା ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୩…
ଅନୁଗୁଳ: ବଅଁରପାଳ ବ୍ଳକ୍ ସାନ୍ତରାପୁର-ଖ ପଞ୍ଚାୟତ ନୂଆସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବିଲୁଆକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଗତ ୩,୪ ଦିନ ହେବ ବିଲୁଆଟି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା। କୂଅଟି…
ଅନୁଗୁଳ: ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାକୁ ସବୁଜୀକରଣ କରିବାକୁ ଆଗେଇ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନରେ ସଙ୍ଗଠନ ପକ୍ଷରୁ ଅନୁଗୁଳ ବ୍ଲକ୍ ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଗୁହିରାପଶି…
ଅନୁଗୁଳ: ସଦ୍ୟ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ୍ରେ ସର୍ବାଧିକ ୩୯ ଜଣ ଛାତ୍ରଛାତ୍ରୀ ଏ-ଗ୍ରେଡ୍ରେ ପାସ୍ କରିଛନ୍ତି। ଗତବର୍ଷ ଏ-୧ରେ ଖାତା ଖୋଲି ପାରିନଥିବା ଅନୁଗୁଳ ହାଇସ୍କୁଲ ଏଥର ଭଲ ପ୍ରଦର୍ଶନ କରିଛି । ସ୍କୁଲର…
ଅନୁଗୁଳ: ଚାକିରି ଦେବା ନାଁ’ରେ ଜଣେ ଯୁବକଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଛାନ୍ଭିନ୍ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଅନୁଗୁଳ ସହରର ସୌଭାଗ୍ୟନଗରରେ…
ଅନୁଗୁଳ: ଅନୁଗୁଳ ସହର ଗାନ୍ଧିଛକ ଠାରୁ ଏକ ବିଦେଶୀ ମଦ ବୋଝେଇ ଅଟୋକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଟୋରେ ୫ଟି ପେଟିରେ ବିଭିନ୍ନ କିସମର ୧୦୮ ଲିଟର ମଦ ରହିଥିଲା। ସମସ୍ତ ମଦକୁ ଜବତ…
ଅନୁଗୁଳ: ଅନୁଗୁଳ ତାମ୍ରିତ କଲୋନୀ ନିକଟ ସୌଭାଗ୍ୟନଗରରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଥିଲା। ଭାରସାମ୍ୟ ହରାଇ ଜଣେ ମହିଳା ୪୦ ଫୁଟ ଗଭୀର କୂଅରେ ଖସି ପଡ଼ିଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ମହିଳାଙ୍କୁ ଅକ୍ଷତ ଓ ଜୀବନ୍ତ…