ନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜରେ କୋଭିଡ଼ ସଚେତନତା ଶିବିର

ଅନୁଗୁଳ: ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ ତରଫରୁ କୋଭିଡ୍-୧୯ ଏବଂ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଡାକ୍ତର ଏ. ଭି. ତିର୍କି କୋଭିଡ୍-୧୯ର ଭୟାବହତା…

Continue Readingନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜରେ କୋଭିଡ଼ ସଚେତନତା ଶିବିର

କୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ

ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ…

Continue Readingକୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ

ଜଳ ଭଣ୍ଡାରରେ ବୁଡ଼ି ରଙ୍ଗମିସ୍ତ୍ରୀ ମୃତ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରଙ୍ଗମିସ୍ତ୍ରୀ ଡ୍ୟାମ୍ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ବେଳେ ସୁରକ୍ଷା କର୍ମୀ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ପାଇ ଅଗ୍ନିଶମ…

Continue Readingଜଳ ଭଣ୍ଡାରରେ ବୁଡ଼ି ରଙ୍ଗମିସ୍ତ୍ରୀ ମୃତ

ଟ୍ରକରୁ ବଟି ଆଦାୟ, ୩ ଗିରଫ

ଅନୁଗୁଳ: ଏନ୍‌ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ…

Continue Readingଟ୍ରକରୁ ବଟି ଆଦାୟ, ୩ ଗିରଫ

ରାଜ୍ୟ ସ୍କାଉଟ୍ ଗାଇଡ୍ ଶିବିରରେ ଅଭିପ୍ସାଙ୍କ ସଫଳତା

ଅନୁଗୁଳ: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍ ର ୧୮ତମ ରାଜ୍ୟ ଜାମ୍ବୋରେଟ୍ ଓ ଜାତୀୟ ଏକୀକରଣ ଶିବିର ଗ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ଟି…

Continue Readingରାଜ୍ୟ ସ୍କାଉଟ୍ ଗାଇଡ୍ ଶିବିରରେ ଅଭିପ୍ସାଙ୍କ ସଫଳତା

ତେଜରାତି ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ଅନୁଗୁଳ: ସଦର ଥାନା ଇଲାକା ପରତରା ଗ୍ରାମର ଏକ ତେଜରାତି ଦୋକାନକୁ କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଦୋକାନରେ ଥିବା ପ୍ରାୟ ୨ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ବିଜୟ…

Continue Readingତେଜରାତି ଦୋକାନ ଜାଳିଦେଲେ ଦୁର୍ବୃତ୍ତ

ନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

ଅନୁଗୁଳ: ନାଲ୍‌କୋକୁ ଗୁରୁବାର ଅପରାହ୍ନରେ ଉତ୍କଳ-ଡି କୋଇଲା ବ୍ଲକର ଖଣି ପଟ୍ଟା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସାଇଁ ଓ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ କ୍ରୀଷ୍ଣା ପଟେଲଙ୍କ ମଧ୍ୟରେ ନାଲକୋକୁ ଅନୁମୋଦିତ…

Continue Readingନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକକୁ ମିଳିଲା ଖଣିପଟ୍ଟା

ଅନୁଗୁଳ ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ ବୈଠକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ହାଇସ୍କୁଲ ଆଲୁମିନି ଆସୋସିଏସନ୍ ସଭାପତି ଡା. ନାରାୟଣ ପ୍ରସାଦ ମୋଦୀଙ୍କ ଅଧକ୍ଷତାରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନନ୍ଦ ସ୍ଵାଗତ ଭାଷଣ ଦେବା ସହ…

Continue Readingଅନୁଗୁଳ ହାଇସ୍କୁଲରେ ‘ମୋ ସ୍କୁଲ୍ ଅଭିଯାନ’ ବୈଠକ

ଶୀତଳ ପ୍ଳାଜା ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ବାଇକ୍ ଚୋର । ବାଇକ୍ ଉପରୁ ସାମାନ୍ୟ ନଜର ହଟିବା ମାତ୍ରେ ବାଇକ ଗାଏବ୍ କରି ଦେଉଛନ୍ତି ଦୁର୍ବୃତ୍ତ। ଗୋଟିଏ ପଟେ ସହରରେ ବାଇକ୍ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପୁଲିସ୍ ନିଷ୍କ୍ରିୟତା…

Continue Readingଶୀତଳ ପ୍ଳାଜା ସାମ୍ନାରୁ ବାଇକ୍ ଚୋରି

ମହିଳାଙ୍କୁ କିରାସିନି ଢାଳି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଛଅ ବର୍ଷ ତଳେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରିବା ମାମଲାର ରାୟ ଗୁରୁବାର ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ପ୍ରକାଶ ପାଇଛି । ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାଶ ମାମଲାର…

Continue Readingମହିଳାଙ୍କୁ କିରାସିନି ଢାଳି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ