ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଏକ ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ କରାଯାଇଛି । ଏଠାରେ ସ୍ପିରିଟରେ ରଙ୍ଗ ଓ ଫ୍ଲେଭର ଦିଆଯାଇ ବିଭିନ୍ନ ବ୍ରାଣ୍ଡର…

Continue Readingନକଲି ବିଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ' ଆରମ୍ଭ ହୋଇଛି । ଏହି ଯୋଜନାରେ…

Continue Readingଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

ବାଲି ଚୋରା ଚାଲାଣ ବେଳେ ୨ ହାଇୱା ଜବତ

ଅନୁଗୁଳ: ବାଲି ଚୋରା ଚାଲାଣ କରୁଥିବା ୨ଟି ହାଇୱାକୁ ଅନୁଗୁଳ ଟାଉନ ପୁଲିସ ବୁଧବାର ସକାଳେ ପିଟିସ ହାଇସ୍କୁଲ ସମ୍ମୁଖରୁ ଜବତ କରିଛି। ଏହା ସହ ୨ ହାଇୱା ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ପୁଲିସ…

Continue Readingବାଲି ଚୋରା ଚାଲାଣ ବେଳେ ୨ ହାଇୱା ଜବତ

ଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ଥମିବାର ନାଁ ନେଉନି ବାଇକ୍ ଚୋରି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ମାଛ ମାର୍କଟ ନିକଟ ଆର୍ମି କ୍ୟାଣ୍ଟିନ୍ ସମ୍ମୁଖରୁ ଜଣେ ପୂର୍ବତନ…

Continue Readingଆର୍ମି କ୍ୟାଣ୍ଟିନ୍ ସାମ୍ନାରୁ ବାଇକ୍ ଚୋରି

ଜଳିଲା ଜାତୀୟ ରାଜପଥ

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି। ବାମୁର ନିକଟ ସୁସବଠାରେ କଂକ୍ରିଟ୍ ରାସ୍ତା ନିର୍ମାଣ ହେଉଥିବାବେଳେ ଏହା ଉପରେ ଅଖାବସ୍ତା ବିଛାଯାଇଛି। ବୁଧବାର ଅପରାହ୍ନ ୨ଟାବେଳେ ଏହି ଅଖାରେ ନିଆଁଲାଗି ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ଜଳିଥିଲା…

Continue Readingଜଳିଲା ଜାତୀୟ ରାଜପଥ

ଜଙ୍ଗଲ ନିଆଁରୁ ଘରପୋଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଘୁଆପାଟ ଗାଁରେ ଜଙ୍ଗଲ ନିଆଁରୁ ଜଣେ ବ୍ୟକ୍ତିଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି । ବାଘୁଆପାଟ ଗାଁଟି ଜଙ୍ଗଲ ପାଖକୁ ଲାଗି ରହିଛି । ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଜଙ୍ଗଲରୁ ନିଆଁ…

Continue Readingଜଙ୍ଗଲ ନିଆଁରୁ ଘରପୋଡ଼ି

ବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଅନୁଗୁଳ: କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଅନିରୁଦ୍ଧ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଅନିରୁଦ୍ଧର ଘର କଣିହାଁ ଥାନା କିଆଝାର ଗ୍ରାମରେ…

Continue Readingବନାଞ୍ଚଳ ଅଧିକାରୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଏସୟୁସିଆଇ(କମ୍ୟୁନିଷ୍ଟ) । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି ।ଏସୟୁସିଆଇ(କମ୍ୟୁନିଷ୍ଟ) ଅନୁଗୁଳ ଶାଖା ପକ୍ଷରୁ ଏକ…

Continue Readingଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

ଅନୁଗୁଳ: ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା।…

Continue Reading୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

ଦ୍ବିତୀୟ ଶ୍ରେଣୀ ଛାତ୍ରୀକୁ ବଳାତ୍କାର

ଅନୁଗୁଳ: ପାଲଲହଡା ଉପଖଣ୍ଡ ଖମାର ଥାନା ଇଲାକାରେ ସୋମବାର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି । ମାଛ ତରକାରୀ ଓ ଚକଲେଟ ଦେବା ବାହାନାରେ ଜଣେ, ୧୬ ବର୍ଷ ର ବାଳକ ଏହି ଅମାନବୀୟ କାଣ୍ଡ ଘଟାଇଥିବା…

Continue Readingଦ୍ବିତୀୟ ଶ୍ରେଣୀ ଛାତ୍ରୀକୁ ବଳାତ୍କାର