CADLAB

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

0

ଅନୁଗୁଳ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ୧୦୯ଟି ଦେଶରେ ଏହିଦିବସ ପାଳନ ହୋଇଛି। ଚଳିତ ବର୍ଷର ବାର୍ତା ରହିଛି‘ସୁସ୍ଥତା ପାଇଁ ଯୋଗ । କରୋନା କଟକଣା ଭିତରେ ଜିଲ୍ଲାରେ ଯୋଗ ଦିବସ ପାଳିତହୋଇଛି। ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ଯୋଗାସନ କରିଥିଲେ ସାଧାରଣ ଜନତା। ଜିଲ୍ଲାବାସୀ ଘରେ ଘରେ ଯୋଗ ଦିବସ ପାଳନ କରିଥିଲେ।

Leave A Reply

Your email address will not be published.