୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ଅନୁଗୁଳ: ଚୋରା ଗୋ-ଚାଲାଣକାରୀଙ୍କୁ ଧରିବାରେ ଅନୁଗୁଳ ପୁଲିସକୁ ବଡ଼ ସଫଳତା ମିଳିଛି । ଅନୁଗୁଳ ପୁଲିସର ସ୍ବତନ୍ତ୍ର ସ୍କ୍ୱାଡ୍ ଓ ବଅଁରପାଳ ପୁଲିସ୍ ଚଢ଼ଉ କରି ବୁଧବାର ବିଳମ୍ୱିତ ରାତିରେ ବଅଁରପାଳ ଥାନା ତଳମୂଳ ଦୁର୍ଗାମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ଵରୁ ଗୋରୁ…

Continue Reading୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

ଦୋଳଯାତ୍ରା ଓ ହୋଲି ପାଇଁ କଟକଣା

ଅନୁଗୁଳ: କରୋନାର ଲେଉଟାଣିକୁ ନେଇ ଭୟ ବଢ଼ିଛି । ଯଦିଓ ଅନୁଗୁଳରେ ଏବେ ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି, କରୋନାର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ସତର୍କତା ସ୍ବରୂପ ଆଗାମୀ ଦୋଳଯାତ୍ରା ଓ ହୋଲି ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି ।…

Continue Readingଦୋଳଯାତ୍ରା ଓ ହୋଲି ପାଇଁ କଟକଣା

ଗଡ଼ିଲା ଯକ୍ଷ୍ମା ସଚେତନତା ରଥ

ଅନୁଗୁଳ: ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଏକ ସଚେତନତା ରଥ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ବୁଧବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ଯକ୍ଷ୍ମା…

Continue Readingଗଡ଼ିଲା ଯକ୍ଷ୍ମା ସଚେତନତା ରଥ

ନାବାଳିକାକୁ ବଳାତ୍କାର, ଯୁବକ ଅଟକ

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ ଠାକୁରଗଡ଼ ଥାନା ଇଲାକାର ଜଣେ ନାବାଳିକାକୁ ବଳାତ୍କାର ଅଭିଯୋଗରେ ପୁଲିସ ସେହି ଗ୍ରାମର ଜ୍ୟୋତିର୍ମୟ ସାହୁ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଛି । ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା…

Continue Readingନାବାଳିକାକୁ ବଳାତ୍କାର, ଯୁବକ ଅଟକ

ଛାତ୍ର କଂଗ୍ରେସର ଦାବିପତ୍ର , କିସ୍ତିରେ ଆଦାୟ ହେଉ ବକେୟା ବିଦ୍ୟୁତ୍ ବିଲ

ଅନୁଗୁଳ: କରୋନା କାଳରେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟରେ ଜୋରଜବରଦସ୍ତି ନୀତି ଆପଣାଇଛି ଟିପିସିଓଡ଼ିଏଲ । ବିନା ନୋଟିସ୍‌ରେ ଗ୍ରାହକଙ୍କ ଘରେ ପହଞ୍ଚି ଜୁଲମ୍ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ । ବିଦ୍ୟୁତ୍ ବିଲ୍ ଦେବାକୁ ଅକ୍ଷମତା ପ୍ରକାଶ କଲେ ସାଧାରଣ ଲୋକଙ୍କ…

Continue Readingଛାତ୍ର କଂଗ୍ରେସର ଦାବିପତ୍ର , କିସ୍ତିରେ ଆଦାୟ ହେଉ ବକେୟା ବିଦ୍ୟୁତ୍ ବିଲ

ଅଭିନବ ଉପାୟରେ ସାଇବର ଠକେଇ

ଅନୁଗୁଳ: କେୱାଇସି ଅପଡେଟ୍ କର, ନହେଲେ ଏକାଉଣ୍ଟ୍ ବନ୍ଦ ହେଇଯିବା। ଥରେ ଏକାଉଣ୍ଟ୍ ବନ୍ଦ ହୋଇଗଲେ ପୁନଃ କାର୍ଯ୍ୟକ୍ଷମ କରିବାକୁ ଫାଇନ୍ ଲାଗିବ । ବ୍ୟାଙ୍କ୍ ଜମାକାରୀଙ୍କୁ ଏଭଳି ଭୟ ଦେଖାଇ ସାଇବର୍ ଲୁଟେରା ଅନୁଗୁଳ ସହରଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୦…

Continue Readingଅଭିନବ ଉପାୟରେ ସାଇବର ଠକେଇ

କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ, : ବୁଧବାର ଭୋର୍ ବେଳେ ଅନୁଗୁଳ ରାଜ୍ ହୋଟେଲ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ନାଲ୍‌କୋନଗର ଥାନା ବଳରାମପ୍ରସାଦ ଗ୍ରାମର ଦିଲ୍ଲୀପ ମହାଳିକ ବୋଲି…

Continue Readingକାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ଅନୁଗୁଳ: ତାଳଚେରର ରୀମାରାଣୀ ସାହୁ ‘ଗେଟ୍’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ ନମ୍ବର ସ୍ଥାନ ହାସଲ କରି ତାଳଚେର ପାଇଁ ଗୌରବ ଆଣିଛନ୍ତି । ରୀମାରାଣୀ ବିପିୟୁଟି ଅଧିନସ୍ଥ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂରେ ଆର୍କିଟେକଚର ବିଭାଗରେ ପଢୁଥିଲେ। ଚଳିତ…

Continue Reading‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ବକେୟା ବିଲ ପଇଠ ହେଲାନି

ଅନୁଗୁଳ: ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲରୁ ବୁଧବାର ମଧାହ୍ନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ବକେୟା ବିଦ୍ୟୁତ୍‌ ବିଲ ପଇଠ କରାନଯିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।…

Continue Readingବକେୟା ବିଲ ପଇଠ ହେଲାନି

ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…

Continue Readingବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ