ମୋବାଇଲ୍ ଲୁଟ୍ ଉଦ୍ୟମ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ମୋବାଇଲ ଲୁଟେରା । ଦିନ ତମାମ୍ ସହରରେ ପଇଁତରା ମାରି ଲୋକଙ୍କ ହାତରୁ ମୋବାଇଲ ଝାମ୍ପି ନେଉଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ପୂର୍ବାହ୍ନରେ ମୋବାଇଲ୍ ଲୁଟ୍ କରୁଥିବା ବେଳେ ଜଣେ ନାବାଳକ ଧରାପଡ଼ିଛି । ସମ୍ପୃକ୍ତ…

Continue Readingମୋବାଇଲ୍ ଲୁଟ୍ ଉଦ୍ୟମ, ଅଭିଯୁକ୍ତ ଗିରଫ

ଚାକିରି ନାଁରେ ଠକେଇ ମାମଲା, ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଅନୁଗୁଳ:ଚାକିରି କରାଇଦେବା ନାଁରେ ବିଭିନ୍ନ ଅଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ କୋଲିୟରୀ ଥାନା ପୁଲିସ ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ, ନାଲକୋ ଥାନା ଇଲାକା କୁଲାଡ ଗ୍ରାମର ଶାନ୍ତନୁ…

Continue Readingଚାକିରି ନାଁରେ ଠକେଇ ମାମଲା, ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ନାବାଳିକା ୮ ମାସର ଗର୍ଭବତୀ

ଅନୁଗୁଳ: ପାଳଲହଡ଼ା ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକା ଏବେ ୮ମାସର ଗର୍ଭବତୀ। ପୀଡ଼ିତା ନାବାଳିକାର ବାପା ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ୧୭ ବର୍ଷର ନାବାଳକ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା…

Continue Readingନାବାଳିକା ୮ ମାସର ଗର୍ଭବତୀ

ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ବିତ୍ତ ପ୍ରବନ୍ଧକ

ଅନୁଗୁଳ : ବିଲ୍ ପାସ୍ କରାଇ ଦେବାକୁ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି ତାଳଚେର ଚାଇଁପାଳ ଟିପିସିଓଡିଏଲରେ କାର୍ଯ୍ୟରତ ସହକାରୀ ବିତ୍ତ ପ୍ରବନ୍ଧକ ଉମେଶ ଚନ୍ଦ୍ର ଦାଶ। ଟିପିସିଓଡ଼ିଏଲ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ଧରିବା ପରେ ଚାକିରିରୁ ନିଲମ୍ବିତ କରାଯାଇଛି।…

Continue Readingଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ବିତ୍ତ ପ୍ରବନ୍ଧକ

୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ଅନୁଗୁଳ: ଡାଏଲ୍ ୧୧୨ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଅଗ୍ନିଶମ, ପୁଲିସ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର ୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ…

Continue Reading୧୧୨ ଡାଏଲ୍ କଲେ ମିଳିବ ସବୁ ଜରୁରୀକାଳୀନ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 

ସାହାଯ୍ୟ ଆଳରେ ଠକେଇ

ତାଳଚେର: ବିଶ୍ବାସରେ ବିଷ । ସାହାଯ୍ୟ କରିବା ଆଳରେ ଲୁଟିଲେ । ଏଟିଏମ୍ କାର୍ଡ଼ ବଦଳାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଉଠାଇ ନେଲେ ୩୦ ହଜାର ଟଙ୍କା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।…

Continue Readingସାହାଯ୍ୟ ଆଳରେ ଠକେଇ

ବକେୟା ବିଲ ମାଗିବାରୁ ବିଦ୍ୟୁତ୍ ଯନ୍ତ୍ରୀଙ୍କୁ ଗାଳି

ଅନୁଗୁଳ: ବକେୟା ବିଦ୍ୟୁତ୍ ବିଲ୍ ମାଗିବାରୁ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ ପାଟଣା ଗ୍ରାମର ଅନିଲ୍ ସାହୁ(୩୨) ବିଭାଗୀୟ କନିଷ୍ଠଯନ୍ତ୍ରୀ ଗୋପାଳ ଚନ୍ଦ୍ର ପତି ଓ ତାଙ୍କ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ…

Continue Readingବକେୟା ବିଲ ମାଗିବାରୁ ବିଦ୍ୟୁତ୍ ଯନ୍ତ୍ରୀଙ୍କୁ ଗାଳି

ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଅଘଟଣ

ଅନୁଗୁଳ:ଅନୁଗୁଳ ଜିଲା ସଦର ଥାନା ମୂଷାପାପୁଲି ଗାଁ ରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଚାଲିଗଲା ଜୀବନ। ମୃତକ ଜଣକ ହେଲେ ସେଇ ଗାଁ ର ଧୀର ସାହୁ। ସୂଚନା…

Continue Readingବିଦ୍ୟୁତ ସଂଯୋଗ ପାଇଁ ଇଲେକ୍ଟ୍ରି ଟ୍ରାନ୍ସଫରମର କୁ ଚଢ଼ିଥିବା ବେଳେ ଅଘଟଣ

ଛେଳିଆପଡ଼ାରେ ଦୋକାନରୁ ଚୋରି

ଅନୁଗୁଳ: ସହର ଉପକଣ୍ଠ ଛେଳିଆପଡ଼ାର ପୁଲିସ୍ ରିଜର୍ଭ ବାରାକ ନିକଟ ଏକ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଜଣେ ଦୁର୍ବୃତ୍ତ ମାଟି ଖୋଳି ଦୋକାନରେ ପଶିବା ପରେ ଦୋକାନରୁ ନଗଦ ଟଙ୍କା ସହ ବହୁ ଜିନିଷପତ୍ର ଲୁଟି ନେଇଛି…

Continue Readingଛେଳିଆପଡ଼ାରେ ଦୋକାନରୁ ଚୋରି

ଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା

ଅନୁଗୁଳ: ଅସୁରକ୍ଷିତ ହୋଇ ପଡ଼ିଛି ଅନୁଗୁଳ ସହର । ଚୋରି, ଛିନ୍‌ତାଇ ବୃଦ୍ଧି ପାଇବା ସହ ବେଲଗାମ ହୋଇଛି ଅସାମାଜିକ କାର୍ଯ୍ୟକଳାପ । ଗୁରୁବାର ସକାଳେ ଏସ୍‌ପିଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ଜଣେ ଦୁର୍ବୃତ୍ତ…

Continue Readingଅସୁରକ୍ଷିତ ଅନୁଗୁଳ ସହର, ମହିଳାଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇନେଲା