ସୁନ୍ଦରୀ’କୁ ନେବାକୁ ଆସିଲା ଟିମ୍

ଅନୁଗୁଳ: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ସୁନ୍ଦରୀ’କୁ ଫେରାଇ ନେବାକୁ ୭ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ମଧ୍ୟପ୍ରଦେଶ ‘କାହ୍ନ। ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ଏହି ଟିମରେ ଜଣେ ଏସିସିଏଫ୍ ଓ ଜଣେ…

Continue Readingସୁନ୍ଦରୀ’କୁ ନେବାକୁ ଆସିଲା ଟିମ୍

ନିର୍ମାଣାଧୀନ ବିଦ୍ୟୁତ୍ ସଷ୍ଟେସନରୁ ଚୋରି

ଅନୁଗୁଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ନିକଟ ଗିରିଧିବାସିଆରେ ଏକ ନିର୍ମାଣାଧୀନ ବିଦ୍ୟୁତ୍ ସବଷ୍ଟେସନ୍‌ରୁ ୬ ଲକ୍ଷରୁ ଅଧିକ ଟଙ୍କାର ଉପକରଣ ଚୋରି ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଗୁପ୍ତା ପାୱାର ନାମକ ଏକ ଠିକାସଂସ୍ଥା ପକ୍ଷରୁ…

Continue Readingନିର୍ମାଣାଧୀନ ବିଦ୍ୟୁତ୍ ସଷ୍ଟେସନରୁ ଚୋରି

ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

ଅନୁଗୁଳ: ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର । ଅନୁଗୁଳ ପ୍ରଗତିନଗରରେ ଛାତ କାମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ପ୍ରଗତିନଗରରେ ଛାତ ରଡ୍ ବାଇଣ୍ଡିଂ କାମ ବେଳେ…

Continue Readingବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

ଅନୁଗୁଳ:ପିତୃ ହନ୍ତା, ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର…

Continue Readingଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

କିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ଅନୁଗୁଳ: ବାପ-ପୁଅଙ୍କୁ ହତ୍ୟା ଧମକ ଦେଇ ଘରବାଡ଼ିରେ ପାର୍କିଂ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ଲୁଟିନେଇଛନ୍ତି ଦୁର୍ବୃତ୍ତ । ରାତି ସାରା ଗୋଡ଼ାଇ ବିଫଳ ହେବା ପରେ ଶନିବାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଗତ ବିଳମ୍ବିତ ରାତିରେ…

Continue Readingକିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

ନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ମହଙ୍ଗା ପଡ଼ିଲା

ଅନୁଗୁଳ: ନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ଡ୍ରାଇଭର ପାଇଁ ମହଙ୍ଗା ପଡ଼ିଛି। ପୁଲିସ ହାବୁଡ଼ରେ ପଡ଼ି ଗିରଫ ହେବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଡ୍ରାଇଭର କୁଲାଡ଼ ଗ୍ରାମର ସୂର୍ଯ୍ୟଦେବ ଅମାନ୍ତ(୩୦)ଙ୍କୁ ଗିରଫ କରି ପୁଲିସ ଜାମିନରେ ଛାଡ଼ିଥିବା…

Continue Readingନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ମହଙ୍ଗା ପଡ଼ିଲା

ବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା କୋଇଲାଖଣି ନିକଟରେ ବାଜାପାର୍ଟିକୁ ନେଇ ଯାଉଥିବା ଭ୍ୟାନ୍ ଓଲଟିବା ଘଟଣାରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଜାବାଲାଙ୍କୁ ବସାଇ ଏକ ପିକ୍‌ଅପ୍ ଭ୍ୟାନ୍ (ଓଡି୦୫ଏବି-୯୪୦୮) ନୂଆପଡ଼ାରୁ କଙ୍କରେଇ ଗାଁକୁ ଆସୁଥିଲା।…

Continue Readingବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ

ଦୋକାନ ଜଳିଗଲା

ଅନୁଗୁଳ: ନାଲକୋନଗର ଥାନା କାଣ୍ଡଶର ଆଇଓବି ଶାଖା ନିକଟରେ ଥିବା ଗୋଲଖ ସାହୁଙ୍କ ପାନଦୋକାନ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ପୋଡ଼ିଯାଇଛି । ଗୋଲଖ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଏଥିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ…

Continue Readingଦୋକାନ ଜଳିଗଲା

ବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥମିବାର ନାଁ ନେଉନି ବେଆଇନ୍ ବ୍ରାଉନ୍‌ସୁଗର କାରବାର। ଏହି ମାରାତ୍ମକ ନିଶା ଏବେ ଗଳିକନ୍ଦିରେ ମିଳୁଛି । ଶନିବାର ପୂର୍ବାହ୍ନରେ ନାଲ୍‌କୋ ଥାନା ପୁଲିସ୍‌ ଚଢ଼ାଉ କରି ୪ ଗ୍ରାମ ବ୍ରାଉନ୍‌ସୁଗର ଜବତ…

Continue Readingବ୍ରାଉନ୍‌ସୁଗର ଜବତ, ଯୁବକ ଗିରଫ

ଜରପଡାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା

ଅନୁଗୁଳ : ରବିବାର ସକାଳେ ୫୫ ନମ୍ୱର୍ ଜାତୀୟ ରାଜପଥର ଜରପଡା ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ…

Continue Readingଜରପଡାଠାରେ ଭୟଙ୍କର ସଡ଼କ ଦୁର୍ଘଟଣା