ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ଛଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ଛେଣ୍ଡିପଦା: ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା, ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ଛଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ…

Continue Readingଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ଛଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ବାଇକ ରିଲିଜ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମାମଲା: ଅବସରପ୍ରାପ୍ତ ଏଏସଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଅବସରପ୍ରାପ୍ତ ଏଏସଆଇ ରବୀନ୍ଦ୍ର କୁମାର ତ୍ରିପାଠୀଙ୍କୁ ଗୁରୁବାର ଅନୁଗୁଳ ଭିଜିଲାନ୍ସ କୋର୍ଟ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।ସୂଚନା ମୁତାବକ, ରବୀନ୍ଦ୍ର ଠାକୁରଗଡ ଥାନାରେ ଏଏସଆଇ ଥିବା…

Continue Readingବାଇକ ରିଲିଜ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମାମଲା: ଅବସରପ୍ରାପ୍ତ ଏଏସଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ସହରରେ ଗତ ସୋମବାର ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମାମଲାର ତଦନ୍ତ କରି…

Continue Readingଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ବର୍ଷ ଡିସେମ୍ବର ମାସରୁ ବନ୍ତଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଜାନୁଆରୀ ୨୬ ତାରିଖରେ ପୋଲିସ…

Continue Readingବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ଅନୁଗୁଳ: ସିମ୍ଫୋନି ଲିମିଟେଡ୍ ପକ୍ଷରୁ ସହଯୋଗୀ ବ୍ୟବସାୟୀଙ୍କ ପାଇଁ ଅନୁଗୁଳରେ ଡିଲର୍ ମିଟ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସିମ୍ଫୋନି ଲିମିଟେଡ୍‌ର ଏଜିଏମ୍ ରତୀଶ ଶ୍ରୀବାସ୍ତବ, ବ୍ରାଞ୍ଚ ହେଡ୍ (ରାଉରକେଲା) ବୀରେନ୍ଦ୍ର ଯାଦବ, ଏଏସଏମ୍ ସାଗର ମହାନ୍ତି, ପଙ୍କଜ ଏଣ୍ଟରପ୍ରାଇଜେସର ସଂଯୁକ୍ତ ଅଧିକାରୀ…

Continue Readingସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ସର୍ବ ଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଅନୁଗୁଳ: ଆଜି ଅନୁଗୁଳ କଦମ ପଡିଆରେ ସର୍ବଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉଦଘାଟନ କରିବା ସହ କ୍ରିକେଟର ଲୋକପ୍ରିୟତା ଏବେ ସର୍ବ ବ୍ୟାପି ବୋଲି ପ୍ରକାଶ କରିଥିଲେ।…

Continue Readingସର୍ବ ଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…

Continue Readingଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଡ଼ା.ସୁଧାକର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି…

Continue Readingଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍…

Continue Readingସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ