ବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଦଶମୀ ପୂଜା ସୋମବାର ସମ୍ପନ୍ନ ହୋଇଛି। ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ଦଶମୀ ପୂଜା, ଅପରାଜିତା ପୂଜା, ସନ୍ଧ୍ୟାରେ ଆଳତୀ, ଚରୁ ବିତରଣ ଆଦି ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,…

Continue Readingବାସନ୍ତୀ ଦୁର୍ଗାପୂଜା ସରିଲା: ଆଜି ଭଷାଣି

୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ସୋମବାର ଅପରାହ୍ନରେ ଚଢ଼ଉ କରି ୧୫ କିଲୋ ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦ୍ବୟ ହେଲେ କିଆକଟା ଥାନା ଅନ୍ତର୍ଗତ କୁମ୍ଭୀଆ…

Continue Reading୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା, ଦୁଇ ଦିନରେ ଦୁଇଥର ଚୋରି ଅଭିଯୋଗ;ସିସିଟିଭିରେ ଚୋର କଏଦ

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ଚୋରି। ଗତ ଦୁଇ ଦିନ ହେଲା କଲେଜରେ ଚୋରି ହେଉଥିବା ନେଇ କର୍ତ୍ତୃପକ୍ଷ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏସିର ତମ୍ବା ପାଇପ ଗୁଡିକ କାଟି ନେବା ସହ ଚୋର ପାଣି…

Continue Readingଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା, ଦୁଇ ଦିନରେ ଦୁଇଥର ଚୋରି ଅଭିଯୋଗ;ସିସିଟିଭିରେ ଚୋର କଏଦ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ, ରାମାୟଣ ପରିବେଷଣ କଲେ କୁନି ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୋରଡ଼ାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଛି ପବିତ୍ର ଶ୍ରୀରାମ ନବମୀ ଉତ୍ସବ। କାର୍ଯ୍ୟକ୍ରମରେ "ସମ୍ମାନ ସାହିତ୍ୟ ଘର" ସଭାପତି ବିଭୂତି ଭୂଷଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିଙ୍କ…

Continue Readingସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ, ରାମାୟଣ ପରିବେଷଣ କଲେ କୁନି ଛାତ୍ରଛାତ୍ରୀ

ଉତ୍କଳ କରାଟେ ପକ୍ଷରୁ ଗ୍ରେଡିଙ୍ଗ ଶିବିର

ଅନୁଗୁଳ: ଉତ୍କଳ କ୍ୟୁକୋସିନ କରାଟେ ଏବଂ ଯୋଗ ଅନୁଷ୍ଠାନ ପକ୍ଷରୁ ପିଟିସି ହାଇସ୍କୁଲ ପଡିଆରେ  ଏକ ଗ୍ରେଡିଙ୍ଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବିଭିନ୍ନ କରାଟେକା ମାନଙ୍କ ମଧ୍ୟରେ ଫାଇଟ କରାଯାଇ ବେଲ୍ଟ ନିର୍ଧାରଣ କରାଯାଇଥିଲା। ଏଥିସହିତ ପୂର୍ବ ପରୀକ୍ଷାର…

Continue Readingଉତ୍କଳ କରାଟେ ପକ୍ଷରୁ ଗ୍ରେଡିଙ୍ଗ ଶିବିର

ଅନୁଗୁଳରେ ପୁଣି ଦନ୍ତାର ମୃତ ଦେହ ଠାବ, ଶିକାର ପାଇଁ ବସାଇଥିବା ବାରୁଦ ଗୋଳା ଖାଇ ଗଜରାଜର ମୃତ୍ୟୁ ସନ୍ଦେହ

ଅନୁଗୁଳ: ପୁଣି ଅନୁଗୁଳରେ ହାତୀର ମୃତ ଦେହ ଠାବ। ରବିବାର ବଲଙ୍ଗ ଗାଁ ନିକଟରେ ପୁଣି ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ…

Continue Readingଅନୁଗୁଳରେ ପୁଣି ଦନ୍ତାର ମୃତ ଦେହ ଠାବ, ଶିକାର ପାଇଁ ବସାଇଥିବା ବାରୁଦ ଗୋଳା ଖାଇ ଗଜରାଜର ମୃତ୍ୟୁ ସନ୍ଦେହ

ବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମହାନବମୀ ତିଥିରେ ଆଜି ସକାଳେ ସୂର୍ଯ୍ୟପୂଜା, ଗୋ ପୂଜା, ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୧ ଘଟିକା ସମୟରେ ଚୈତ୍ର ନବରାତ୍ର ହେତୁ ନବକୁମାରୀ ପୂଜନ ଅନୁଷ୍ଠିତ ହୋଇଥିଲା। କୁନି କୁନି କନ୍ୟା…

Continue Readingବାସନ୍ତୀ ଦୁର୍ଗା ମଣ୍ଡପ ରେ ମହାନବମୀ ପୂଜା: ନବ କୁମାରୀ ପୂଜା ଓ ଦାଣ୍ଡିଆ ମୁଖ୍ୟ ଆକର୍ଷଣ

ହୁଲୁରିସିଂହାରେ ବସନ୍ତକାଳୀନ ଦୁର୍ଗୋତ୍ସବ: ନବମୀର ସ୍ୱତନ୍ତ୍ର ପୂଜା ସହ ସମାପନ ହେଲା ଶ୍ରୀଚଣ୍ଡୀ ଯଜ୍ଞ

ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଠାରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ବସନ୍ତକାଳୀନ ଦୁର୍ଗୋତ୍ସବ ଆୟୋଜିତ ହୋଇଛି। ରବିବାର ପ୍ରାତଃରୁ ମା'ଙ୍କ ସୂର୍ଯ୍ୟପୂଜା, ଗୋପୂଜା, ପଞ୍ଚକର୍ମ ସହ ମା'ଙ୍କ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଏହା ପରେ ନବମୀର ସ୍ୱତନ୍ତ୍ର ପୂଜା ସହ…

Continue Readingହୁଲୁରିସିଂହାରେ ବସନ୍ତକାଳୀନ ଦୁର୍ଗୋତ୍ସବ: ନବମୀର ସ୍ୱତନ୍ତ୍ର ପୂଜା ସହ ସମାପନ ହେଲା ଶ୍ରୀଚଣ୍ଡୀ ଯଜ୍ଞ

ଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ

ଅନୁଗୁଳ: ଓଡ଼ିଆ ପକ୍ଷ ଅବସରରେ ଅନୁଗୁକ ପୌରପାଳିକା ପକ୍ଷରୁ ଆଜି ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ବୁଢ଼ୀ ଠାକୁରାଣୀ ମନ୍ଦିର ତଥା ତାହାର ଆଖ ପାଖରେ ଥିବା ଅନ୍ୟ ସମସ୍ତ ମନ୍ଦିର ପରିସରରେ ଆଜି ପୂର୍ବାହ୍ନରେ ସଫେଇ କରାଯାଇଥିଲା। ନିୟମିତ ସଫେଇ…

Continue Readingଓଡ଼ିଆ ପକ୍ଷ ଅବସରରେ ପୌର କର୍ମଚାରୀଙ୍କ ସଫେଇ ଅଭିଯାନ

୪୬ ବର୍ଷରେ ଭାରତୀୟ ଜନତା ପାର୍ଟି: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ : ଅନୁଗୁଳରେ ପାଳିତ ହୋଇଛି ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ। ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ମଣ୍ଡଳ, ବୁଥ୍, ଜିଲ୍ଲା କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ…

Continue Reading୪୬ ବର୍ଷରେ ଭାରତୀୟ ଜନତା ପାର୍ଟି: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ