ମେଗା କ୍ଲବ ପକ୍ଷରୁ ରାମ ନବମୀ
ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା କ୍ଲବ ପକ୍ଷରୁ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି ରେ ରାମ ନବମୀ ପାଳିତ ହୋଇଯାଇଛି। ଏ ଅବସରରେ ଶନିବାର ଦିନ ମଣ୍ଡଳ ସ୍ଥାପନ, ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ପ୍ରାତଃ…
ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ମେଗା କ୍ଲବ ପକ୍ଷରୁ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥି ରେ ରାମ ନବମୀ ପାଳିତ ହୋଇଯାଇଛି। ଏ ଅବସରରେ ଶନିବାର ଦିନ ମଣ୍ଡଳ ସ୍ଥାପନ, ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ପ୍ରାତଃ…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ପୁଣି ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ସୂଚନାନୁଯାୟୀ, ଶନିବାର ବିଳମ୍ବିତ…
ଅନୁଗୁଳ: ଆଜି ଅମଲାପଡା ପଡିଆରେ ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ସକାଳବେଳା ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀପାଠ, ହୋମ, ଆଳତୀ, ପୁଷ୍ପାଞ୍ଜଳି ପରେ ସନ୍ଧ୍ୟାରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ବିଭାଗ…
ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ଅନୁଗୁଳ ଗସ୍ତ କରି ଅମଲାପଡ଼ାରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ବନ୍ତଳାରେ…
ଅନୁଗୁଳ: ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଓଡ଼ିଆ ପକ୍ଷ ପାଳିତ ହୋଇଛି। ଏ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ଶୁକ୍ରବାର ଅପରାହ୍ନରେ ଗାଁରେ ଥିବା ଆଲମ ଘରେ ପୂଜାର୍ଚ୍ଚନା ପରେ ମା'ଙ୍କ ଆଲାମ ବାହାରି ଗ୍ରାମ ପରିକ୍ରମା କରିଥିଲା। ବାଜା, ବାଣ,…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ସହ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେବେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମ ସ୍ଥିତ କୁଶଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଧରମପୁର ପଞ୍ଚାୟତ ଅଧୀନରେ ଯାଉଥିବା ଗ୍ରାମ ସଭାପତି ଓ ଅଞ୍ଚଳବାସୀଙ୍କ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। କୋଇଲାଖଣି ସମ୍ବନ୍ଧରେ ଏକ ବୈଠକ ବସିଥିଲା।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ସ୍କୁଲ ଛକ ନିକଟରୁ ଶୁକ୍ରବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧରମପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ…
ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ସକାଳେ କଳସ ଶୋଭାଯାତ୍ରା, ଦେବୀଙ୍କ ଅଧିବାସ, ନବପତ୍ରିକା ସ୍ଥାପନ, ପ୍ରାଣ ପ୍ରତିଷ୍ଠା, ହୋମ ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ରିଦିମ୍ସ କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା।…