ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ଠାରେ, ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଓ ସଂଯୋଜନା…

Continue Readingବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜିତ

ଅନୁଦାନ ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ

ଅନୁଗୁଳ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଏକ ଦଫା ଦାବି ନେଇ ଦସ୍ତଖତ ଅଭିଯାନ ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଗତ ୨୦  ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଘର ଦାବି ଅନୁସାରେ ୦୧/୦୬/୨୦୦୮…

Continue Readingଅନୁଦାନ ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ

ହାତୀ ଆକ୍ରମଣରେ ଯୁବକ ଗୁରୁତର, ଛାତି ଓ ଡେଣାରେ ଲାଗିଛି ଗଭୀର ଆଘାତ

ଅନୁଗୁଳ: ହାତୀ ଆକ୍ରମଣରେ ଅନୁଗୁଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ କୁମୁରିସିଂହା ଗ୍ରାମର ଚକ୍ରଧର ବେହେରାଙ୍କ ପୁଅ ମାନସ ବେହେରା (୨୪)। ସୂଚନା ମୁତାବକ, ମାନସ ବିଲକୁ ଯାଇଥିବା ବେଳେ ତାଙ୍କୁ…

Continue Readingହାତୀ ଆକ୍ରମଣରେ ଯୁବକ ଗୁରୁତର, ଛାତି ଓ ଡେଣାରେ ଲାଗିଛି ଗଭୀର ଆଘାତ

ପରିତ୍ୟକ୍ତ କୂଅରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧୀନସ୍ଥ ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ପୁରୁଣାପାଣି ସାହିର ପରିତ୍ୟକ୍ତ ଖୋଲା କୂଅରେ ପଡ଼ିଥିବା ଏକ ଜଙ୍ଗଲୀ ବାରହାକୁ ବୁଧବାର ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ କଣିହା ବନ୍ୟାଞ୍ଚଳ ଓ ଅଗ୍ନିଶମର ଭାରପ୍ରାପ୍ତ…

Continue Readingପରିତ୍ୟକ୍ତ କୂଅରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କଲା ବନ ବିଭାଗ

ଜାନୁଆରୀ ୧ ରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ୍ର ମହାଅଧିବେଶନରେ ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଅନୁଗୁଳ: ଆସନ୍ତା ଜାନୁଆରୀ ୧ ରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବିଶାଳ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ ଅନୁଷ୍ଠିତ ହେବ। ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ ଅଧିବେଶନରେ ଯୋଗଦେବେ। ଏ ନେଇ…

Continue Readingଜାନୁଆରୀ ୧ ରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ୍ର ମହାଅଧିବେଶନରେ ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ : ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଅନୁଗୁଳ ପୋକସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କିଶୋରନଗର ଥାନା ଅଞ୍ଚଳରେ ଗତ ୨୪. ୦୪. ୨୦୨୧ ଦିନ…

Continue Readingନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ପୁଷ ମାସ ବର୍ଷା କଲା ସର୍ବନାଶ: କ୍ଷତିପୂରଣ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ପୁଷ ମାସ ବର୍ଷା ଚାଷୀଙ୍କ ପାଇଁ ସର୍ବନାଶ ଆଣି ଦେଇଛି। ଏହି ଅଦିନିଆ ବର୍ଷା ଫଳରେ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ ହୋଇଛି। ତେବେ ଧାନ ଫସଲ କ୍ଷତି ସହ ଅନ୍ୟାନ୍ୟ ଦାବି ନେଇ ଆଜି ଅନୁଗୁଳ ଅଲ୍…

Continue Readingପୁଷ ମାସ ବର୍ଷା କଲା ସର୍ବନାଶ: କ୍ଷତିପୂରଣ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଚୋରି ହୋଇଥିବା ୧୬ ଚକିଆ ହାଇୱା ଟ୍ରକ ଉଦ୍ଧାର: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

ଅନୁଗୁଳ: ଅନୁଗୁଳ ଟାଉନ ହେମସୁରପଡା ଛକ ଠାରୁ ଚୋରି ହୋଇଥିବା ଏକ ୧୬ ଚକିଆ ହାଇୱାକୁ ଉଦ୍ଧାର କରିଛି ପୋଲିସ। ଏଥିସହ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ତା' ନିକଟରୁ ଏକ କାର ଓ ଦୁଇଟି ମୋବାଇଲ ଜବତ ହୋଇଛି…

Continue Readingଚୋରି ହୋଇଥିବା ୧୬ ଚକିଆ ହାଇୱା ଟ୍ରକ ଉଦ୍ଧାର: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

ବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଅନୁଗୁଳ: ତାଳଚେର ପ୍ରେସ୍‌‍ କ୍ଲବ୍‌‍ ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କର ଆଜି ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ…

Continue Readingବିଶିଷ୍ଟ ଶ୍ରମିକ ନେତା ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଫେରାର ମଦ ବେପାରୀକୁ ଗିରଫ କଲା ରେଙ୍ଗାଳି ପୋଲିସ

ଅନୁଗୁଳ: ଫେରାର ମଦ ବ୍ୟବସାୟୀଙ୍କୁ ଗିରଫ କଲା ଅନୁଗୁଳ ଜିଲ୍ଲା ରେଙ୍ଗାଳି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମା ଧାଙ୍ଗର (୩୨)। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, କଣିହା ବ୍ଲକ ରେଙ୍ଗାଳି ପୋଲିସ ପକ୍ଷରୁ ଚଳିତ…

Continue Readingଫେରାର ମଦ ବେପାରୀକୁ ଗିରଫ କଲା ରେଙ୍ଗାଳି ପୋଲିସ