୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ଅନୁଗୁଳ: ଏନ୍.ଟି.ପି.ସି କଣିହାଁର ହାଉସ୍ କିପିଙ୍ଗ୍ ଠିକାଶ୍ରମିକଙ୍କ ପକ୍ଷରୁ ଚାଲିଥିବା ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସଭାପତି ଜୟସେନ ମେହେର ଓ ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣାରେ ସମସ୍ତ…

Continue Reading୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…

Continue Readingପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା…

Continue Readingଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ଆଭାସୀ ଆଲୋଚନା

ଅନୁଗୁଳ: ଚଳିତ ମାସ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି କେନ୍ଦ୍ରୀୟ ନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ସହ ଆଭାସୀ ମୋଡରେ ଆଲୋଚନା ହୋଇଥିଲା। ଟିମର ତିନି ଜଣିଆ ସଦସ୍ୟ ମାନେ କଲେଜ୍ ଷ୍ଟାଫ୍,ଛାତ୍ର ଛାତ୍ରୀ…

Continue Readingନାକ ଟିମ୍ ସହ ଅନୁଗୁଳ କଲେଜ୍ କର୍ତ୍ତୃପକ୍ଷଙ୍କ ଆଭାସୀ ଆଲୋଚନା

ବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ରବିବାର ଦିନ ଅନୁଷ୍ଠିତ ହୋଇଛି। ୪୮ ବର୍ଷରେ ଏହି ଯାତ୍ରା ପହଞ୍ଚିଥ‌ିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି । ସନ୍ଧ୍ୟା ୬ଟାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ବିମାନରେ ବସାଇ…

Continue Readingବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଆସନ୍ତା ଦୁଇ ବର୍ଷ ପାଇଁ ସଂସଦର କର୍ମକର୍ତ୍ତା ମନୋନୀତ ହୋଇଥିଲେ। ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସଙ୍କୁ ସଭାପତି, ପ୍ରାଧ୍ୟାପକ ଶାନ୍ତନୁ କୁମାର ସର, ଯଦୁମଣି…

Continue Readingଅନୁଗୁଳ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

ଅନୁଗୁଳ: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପୁରୁଣାକୋଟ୍‌ ଥାନା ଗଞ୍ଜଡ଼ା ଗାଁର ଶ୍ରୀକାନ୍ତ ପଧାନ (୨୫)କୁ ଗିରଫ କରିଛି ପୁଲିସ। ହତ୍ୟାରେ ବ୍ୟବହାର କରାଯାଇଥିବା ଗୋଟିଏ କାଙ୍କ, ଗୋଟିଏ ଧାରୁଆ ଛୁରି ଓ…

Continue Readingପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

ନାହିଁ ଶୀତଳଭଣ୍ଡାର, ଶାଗ ମାଛ ଦରରେ ଆଳୁ ଓ ଟମାଟୋ ବିକୁଛନ୍ତି ଚାଷୀ: ମନ୍ତ୍ରୀ

ଅନୁଗୁଳ: ସତ ମାନିଲେ ମନ୍ତ୍ରୀ। ରାଜ୍ୟରେ ଶୀତଳଭଣ୍ଡାର ନଥିବାରୁ ଚାଷୀ ଶାଗ ମାଛ ଦରରେ ଆଳୁ ବିକ୍ରି କରୁଛନ୍ତି ବୋଲି ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଜେଡି ସରକାରକୁ ସମାଲୋଚନା…

Continue Readingନାହିଁ ଶୀତଳଭଣ୍ଡାର, ଶାଗ ମାଛ ଦରରେ ଆଳୁ ଓ ଟମାଟୋ ବିକୁଛନ୍ତି ଚାଷୀ: ମନ୍ତ୍ରୀ

ସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

ଅନୁଗୁଳ: ସତ ହେଲା ଏଟିଭିର ଅନୁମାନ। ମହାନଦୀର ସାତକୋଶିଆ ଗଣ୍ଡରେ ଚଳିତ ବର୍ଷ ପୁଣି ଥରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଛି ଘଡ଼ିଆଳ କୁମ୍ଭୀର। ଏନେଇ ଗତ ଏକ ମାସ ତଳେ ଏଟିଭିରେ ଖବର ପ୍ରସାରିତ ହୋଇଥିଲା। ଆଜି ଏବେ…

Continue Readingସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

ମହିନ୍ଦ୍ରା ପିକ୍‌ଅପ୍‌ରୁ ଚୋରା କାଠ ଜବତ

ଅନୁଗୁଳ: ରବିବାର ବିଳମ୍ବିତ ରାତିରେ କଣିହାଁ ରେଞ୍ଜ ଅଫିସରଙ୍କୁଖବର ମିଳିଲା କି କୋଶଳାରୁ କୁମୁଣ୍ଡା ରୋଡ ଦେଇ ଚୋରା କାଠଚାଲାଣ ହେବ। ସୂଚନା ମିଳିବା କ୍ଷଣି ରେଞ୍ଜ ଅଫିସର ସଦଳ ବଳ ସେହି ରାସ୍ତାରେ ଛକି ବସିଥିଲେ। କିଛି ସମୟ ପରେ…

Continue Readingମହିନ୍ଦ୍ରା ପିକ୍‌ଅପ୍‌ରୁ ଚୋରା କାଠ ଜବତ